Shankar Oram

Shankar Oram

Share

Photos from Shankar Oram's post 28/05/2026

Dt-୨୮,୦୫,୨୦୨୬ ଵିଶ୍ରା ବ୍ଲକ ଅନ୍ତର୍ଗତ ଦଲପୋଷ ଗ୍ରାମର ବହୁ ଦିନ ଧରି ଅପେକ୍ଷିତ ଥିବା ବ୍ରିଜ ସଂଯୋଗ ରାସ୍ତା କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଲୁ।
ସ୍ଥାନୀୟ ଲୋକଙ୍କ ଯାତାୟାତ ସୁବିଧା ଓ ଅଞ୍ଚଳର ସାର୍ବିକ ବିକାଶକୁ ଦୃଷ୍ଟିରେ ରଖି ବ୍ରିଜ ସଂଯୋଗ ରାସ୍ତା କାର୍ଯ୍ୟକ୍ରମ ଶୀଘ୍ର ଆରମ୍ଭ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ରବି ନାରାୟଣ ନାଏକ ଙ୍କ ସହ ବିସ୍ତୃତ ଆଲୋଚନା କରାଗଲା ।
ଲୋକଙ୍କ ସେବା ଓ ଅଞ୍ଚଳର ସାର୍ବିକ ବିକାଶ ପାଇଁ ଆମ ପ୍ରୟାସ ଜାରି ରହିବ ।

10/05/2026

Want your public figure to be the top-listed Public Figure in Rourkela?
Click here to claim your Sponsored Listing.

Category

Telephone

Website

Address


F9 Sector 2
Rourkela
769006