Vod Tv
ପୁରୀରେ ନାଳ ଭିତରୁ ଉଦ୍ଧାର ହେଲା ଦିବ୍ୟାଙ୍ଗ ଯୁବକ ଶବ // PURIRE NALA BHITARU MILILA GALIT SABA
Vod Tv
WELCOME TO VOD TV II PLEASE LIKE, SHARE, SUBSCRIBE
20/03/2026
ଜୁନାଗଡ଼ ରେ ସଡ଼କ ଦୁର୍ଘଟଣା, ପୂର୍ବତନ ଏସ୍ ଡି ଏମ୍ ଓ ଡାକ୍ତର ହରିଶ୍ଚନ୍ଦ୍ର ପ୍ରଧାନ ଙ୍କ ମୃତ୍ୟୁ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅଧୀନ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ସକାଳେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଅବସରପ୍ରାପ୍ତ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଧୂକାରୀ (SDMO) ଡାକ୍ତର ହରିଶ୍ଚନ୍ଦ୍ର ପ୍ରଧାନ (୮୦)ଙ୍କ ମୃତ୍ୟୁ ଘଟିଛି।
ଏହି ଘଟଣା ଜିଲ୍ଲାରେ ଶୋକର ଛାୟା ପ୍ରସାରିତ କରିଛି
ସୂଚନା ଅନୁଯାୟୀ,ଡାକ୍ଟର ପ୍ରଧାନ ଭବାନୀପାଟଣାରୁ ଗାଡ଼ିରେ ଧର୍ମଗଡ଼କୁ କୁ ଯାଉଥିବା ସମୟରେ ଜାତୀୟ ରାଜପଥ-୨୬ ଉପରେ ବଳଦିଆମାଲ ପେଟ୍ରୋଲ ପମ୍ପ ସମ୍ମୁଖରେ ରାସ୍ତା ପାଖରେ ଅଟକି ରହିଥିବା ଏକ ଟ୍ରକ ସହିତ ତାଙ୍କର ଗାଡ଼ି ଭୟଙ୍କର ଧକ୍କା ଖାଇଥିଲା
ଧକ୍କା ଏତେ ଭୟଙ୍କର ଥୁଲା ଯେ, ଘଟଣାସ୍ଥଳରେ ଡାକ୍ତର ପ୍ରଧାନଙ୍କ ଜୀବନ ଚାଲି ଯାଇଥିଲା ।
ଘଟଣାରେ ଗାଡ଼ି ଟି ନଷ୍ଟ ହୋଇଥିବା ବେଳେ ,ତାଙ୍କୁ ତୁରନ୍ତ ନିକଟସୁ ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି
ଖବର ପାଇ ପୋଲିସ ଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଡାକ୍ତର ପ୍ରଧାନଙ୍କ ଅକାଳ ମୃତ୍ୟୁରେ ଚିକିତ୍ସା ମଣ୍ଡଳୀ ସହ ଜିଲ୍ଲାର ବିଭିନ୍ନ ସ୍ତରରେ ଶୋକ ପ୍ରକାଶ ପାଉଛି
Vod Tv
Click here to claim your Sponsored Listing.
Category
Telephone
Website
Address
New Street, Padmapur
Rayagada
765025