Yalla Venkateshwar Rao

Yalla Venkateshwar Rao

Share

05/06/2024

ଗଣତନ୍ତ୍ରରେ ଜନାଦେଶ ସର୍ବଦା ଗ୍ରହଣୀୟ। ଦୀର୍ଘ ଦିନ ଧରି ସେବାର ସୁଯୋଗ ଦେଇଥିବାରୁ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ନିକଟରେ ବିଜୁ ଜନତା ଦଳ ଚିରଋଣୀ। ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ବିଜୁ ଜନତା ଦଳର ସମସ୍ତ କର୍ମୀ ଏବଂ ନେତୃବୃନ୍ଦଙ୍କୁ ଧନ୍ୟବାଦ। ଜନସେବାର ଦୃଢ଼ ସଂକଳ୍ପ ସହ ବିଜୁ ଜନତା ଦଳର କାର୍ଯ୍ୟଧାରା ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଆସନ୍ତୁ ନିଜ ନିଜ କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ଵ କୁ ସୂଚାରୁ ସମ୍ପାଦନ କରିବା ପୂର୍ବକ ଏକ ପ୍ରଗତିଶୀଳ, ବିକଶିତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହେବା।
Naveen Patnaik
BJD Rayagada
BJD Odisha - Forever
Biju Janata Dal Odisha
Biju Janata Dal Karmi Office Rayagada

Want your public figure to be the top-listed Public Figure in Rayagada?
Click here to claim your Sponsored Listing.

Category

Address


Rayagada, Odisha
Rayagada