Surendra Badi

Surendra Badi

Share

Photos from Surendra Badi's post 02/05/2026

ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମର ୫ନ ୱାର୍ଡ
ରାମଚନ୍ଦ୍ର ବାଡ଼ି ଙ୍କ ଘର କଡ ରେ ତା ୨.୦୫.୨୦୨୬ ରେ ପ୍ରବଳ ଝଡ଼ ବର୍ଷା ରେ ଏକ ବିଶାଳ ଶାଗୁଆନ ଗଛ ପଡ଼ି ଘର ରୋ ସାମ୍ନା ପଟ ଟାଇଲ ଏବଂ ଗୋଟେ ମୋଟର ଗାଡ଼ି କ୍ଷତି ଗ୍ରସ୍ତ ହୋଇଛି, ତଥା ରାସ୍ତା ଉପରେ ଶାଗୁଆନ ଗଛ ପଡ଼ି ଥିବାରୁ ରାସ୍ତା ଅବରୋଧ ହୋଇଛି, ବାରମ୍ବାର ବିଦ୍ୟୁତ୍ ବିଭାଗ କୁ call କଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି। ତଥା ୧୧କେବି ବିଦ୍ୟୁତ୍ ତାର ଖସି ପଡ଼ିଛି ।......

Want your public figure to be the top-listed Public Figure in Puri?
Click here to claim your Sponsored Listing.

Category

Website

Address


Bada Danda
Puri
752030