Starling Forest Resort
You Can Celebrate Your Marriage Party, Birthday Party, Destiny Marrage, Marriage Anniversary.
31/08/2025
SIMS Hotel Management College କୁ ତ୍ରିପୁରା ରାଜ୍ୟ ସରକାର ଙ୍କ ପାଞ୍ଚଜନୀଆ ବିଧାୟକ ଙ୍କ ପରିଦ୍ରସନ।
ଆଜି ତା - 31 -08-2025 ଦିବା ଘ 2:00 ଟା ସମୟରେ ବ୍ରହ୍ମପୁର ଉପକଣ୍ଠସ୍ଥ ମହୁରୀ କାଳୁଆ ମନ୍ଦିର ନିକଟସ୍ଥ SIMS College କୁ ତ୍ରିପୁରା ସରକାରଙ୍କ ପାଞ୍ଚ ଜଣିଆ ପ୍ରତିନିଧି ପରିଦ୍ରଶ୍ରନ ରେ ଆସି ଆନୁଷ୍ଠାନ ର office, Class Room, Labrotary, Hostel etc ପରିଦର୍ଶନ କରିଥିଲେ। ଅନୁଷ୍ଠାନ ର ଉଚକୋଟିର Infrastructure ରେ ସନ୍ତୁଷ୍ଟି ଲାଭ କରି ଚଳିତ ବର୍ଷ ରୁ ତ୍ରିପୁରା ର ଛାତ୍ର ଛାତ୍ରୀ ଙ୍କୁ ଏହି ଆନୁଷ୍ଠାନ ରେ ଶିକ୍ଷା ଲାଭ କରିବା ପାଇଁ ପ୍ରେରଣା କରିବାକୁ ପ୍ରତିଶୃତି ପ୍ରଦାନ କରିଥିବା, ଅନୁଷ୍ଠାନ ର chairman Sri Ajit Kumar Patro ପ୍ରକାଶ କରିଛନ୍ତି।
ପ୍ରକାଶ ଥାଉକି ତ୍ରିପୁରା ରାଜ୍ୟ ର ଶନ୍ତରିବଜ଼ାର ସ୍ତିତ ବିଧାୟକ Sri Pramod Trayam ଙ୍କ ସହ ଅନ୍ୟ ପାଞ୍ଚଜଣ ବିଧାୟକ ପରିଦର୍ଶନ ରେ ଉପସ୍ଥିତ ଥିଲେ । ଓଡିଶା ସରକାର ଙ୍କ ତରଫରୁ ଖୋର୍ଦ୍ଧା ର Assistant Collector Sri Krishna Murty ମଧ୍ୟ ଉପସ୍ଥିତ ଥିଲେ । ଦକ୍ଷିଣ ଓଡିଶା ର ଏକମାତ୍ର ସୁନାମ ଧନ୍ୟ Hotel Management College SIMS, Berhampur,Odisha ସମେତ ରାଜ୍ୟ ବାହାର ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ପ୍ରଦାନ କରି Carrier ଗଠନ ରେ ଏକ ମାଇଲ ସ୍ତମ୍ଭ ସଦୃଶ୍ୟ ଦଣ୍ଡାୟ ମାନ ହୋଇଛି।
ଗୁରୁତ୍ୱ ପୂର୍ଣ୍ଣ ସୂଚନା
ଶୁଭ ସୁପ୍ରଭାତ
ସର୍ବ ପ୍ରଥମେ ୭୯ତମ ସ୍ୱାଧୀନତା ଦିବସ ଆବଶରରେ ଆପଣ ମାନଙ୍କୁ ମୋର ହାର୍ଦିକ ଆଭିନନ୍ଦନ।
ଯେଉଁ ଶିକ୍ଷକ ଏବଂ ଛାତ୍ର ଓ ଛାତ୍ରୀ ମାନେ ଭାବୁଛନ୍ତି Hotel Management Course କଲେ ଯେ ହୋଟେଲ ରେ ହିଁ ଖାଇବା ବନେଇବା, ଖାଇବା ପରଷିବା, ରୁମ ସଜେଇବା ଭଳି କାମ କରିବାକୁ ପଡିଥାଏ ତାହା ଆଜି ଭୁଲ ପ୍ରମାଣିତ ଓଡିଶା ସରକାର କରିଅଛନ୍ତି।
ଏହି course କଲା ପରେ ପ୍ରତେକ ପଂଚାୟତ ର ସ୍କୁଲରେ teacher ଭାବେ ନିଯୁକ୍ତି ପାଇଁ ଏହି ସରକାର ପ୍ରତିଶୃତି ବଦ୍ଧ ହୋଇଛନ୍ତି।
ହେ ଅନ୍ଧ ଭକ୍ତ teacher and ସ୍ଟୁଡେଣ୍ଟସ ବିଳମ୍ବ ନକରି ହୋଟେଲ ମ୍ୟାନେଜେମେଣ୍ଟ course ରେ Admission କରି ନିଜର ଓ ପରିବାରର ଭବିଷ୍ୟତ କୁ ସୁରକ୍ଷିତ କରନ୍ତୁ।
ସରକାର ଙ୍କ 23000 ପୋଷ୍ଟ ଭିତରେ ହୋଟେଲ ମ୍ୟାନେଜେମେଣ୍ଟ course କରିଥିବା ଛାତ୍ର ଓ ଛାତ୍ରୀ ଙ୍କ ପାଇଁ ପ୍ରତେକ ପଂଚାୟତ ରେ ନିଯୁକ୍ତି ପାଇବାର ସୁଯୋଗ କୁ ହାତଛଡା କରନ୍ତୁ ନାହିଁ।
ନିମ୍ନ ରେ ସମ୍ପୂର୍ଣ ବିବରଣୀ ସହିତ ତଥ୍ୟ ଆମେ ଯୋଗାଯୋଗ କରିଅଛୁ। ଏହାକୁ ଆନୁସରଣ କରି ସୁଯୋଗ ନିୟନ୍ତୁ।
ଇତି
ଆପଣ ଏବଂ ସମାଜ ର ଶୁଭଚିନ୍ତକ
ଅଜିତ କୁମାର ପାତ୍ର
ଆଧ୍ୟକ୍ଷ
SIMS,Berhampur
8018015555,9437034084
ଏହି ଲେଖାଟି ଲେଖିବାରେ କୌଣସି ତ୍ରୁଟି ଥିଲେ କ୍ଷମା କରିଦେବେ।
02/08/2025
02/08/2025
wish you a happy friendship day
04/06/2025
Some of our friends in Giranga temple
03/12/2024
Feature presentation BNI GREATER ODISHA
Click here to claim your Sponsored Listing.
Category
Contact the hotel
Telephone
Website
Address
Chandragiri
Odisha
761017