Prafulla Aich
He considers Odishas's political icon late Shri Ashok Das as his inspiration.
26/01/2024
On the occasion of the 75th Republic Day of India, Shri Prafulla Kumar Aich (Social Worker of Korei Block, Jajpur) participated as the Chief Guest and unfurled our National Flag at Hotel Jajati Courtyard, Jajpur Road
01/05/2022
ମୋର ସମସ୍ତ ଶ୍ରମିକ ଭାଇ ଓ ଭୋଉଣି ମାନଙ୍କୁ ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା | ଏ ସମଗ୍ର ଜଗତ ପାଇଁ ଆପଣମାନଙ୍କ ତ୍ୟାଗ ଓ ପରିଶ୍ରମ ଅତୁଳନୀୟ 🙏🙏🙏
14/04/2022
ପବିତ୍ର ପଣା ସଂକ୍ରାନ୍ତି ଓ ମହାବୀର ହନୁମାନ ଜୟନ୍ତୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା 🙏🙏🙏
ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ହାର୍ଦିକ ଅଭିନନ୍ଦନ 🙏🙏🙏
ନାହିଁ ମୋ ପାଖେ ଗର୍ବ, ଅହଂକାର ବା ଧନ!!! ଯଦି କିଛି ଅଛି ତାହା ଜନସାଧାରଣଙ୍କ ଭଲପାଇବା ଓ ଆଶୀର୍ବାଦ!!!
ଏହି ଭଲପାଇବା ଓ ଆଶୀର୍ବାଦ ହୋଉଛି ମୋ ଧନ ଏବଂ ମାନ |
ସେଥିପାଇଁ ମୁଁ ସମଗ୍ର କୋରେଇବାସୀଙ୍କ ନିକଟରେ ଚିର ଋଣୀ 🙏🙏🙏
Click here to claim your Sponsored Listing.
Category
Website
Address
Jajpur
755019