BC hack
14/02/2024
13/02/2024
https://bureaucrimetv.in/?p=93
ନୂଆପଡ଼ା ଜିଲ୍ଲା ଶ୍ରମିକ ମହାସଂଘ ଆହ୍ବାନ କ୍ରମେ ଆଠ ଘଣ୍ଟା ବନ୍ଦ ପାଳିତ I | Bureau crime tv (ନୂଆପଡ଼ା:୧୩/୦୨/୨୦୨୪) ନୂଆପଡ଼ା ଜିଲ୍ଲା ପାଞ୍ଚ ଗୋଟି ବ୍ଲକ ଆଜି ଶାନ୍ତି ପୂର୍ଣ୍ଣ ବନ୍ଦ ପାଳିତ ହୋଇଅଛି । ନୂଆପଡ଼ା ଏବଂ...
13/02/2024
ଅଭିଜ୍ଞତା ଥିବା ବ୍ୟକ୍ତି ଯୋଗାଯୋଗ କରନ୍ତୁ
#ବେଆଇନ୍_ଇଟାଭାଟିରେ_ଚାଲିଗଲା_୪_ଶ୍ରମିକଙ୍କ_ଜୀବନ !!
ଢେଙ୍କାନାଳ କଣ୍ଟାବଣିଆ ଥାନା କମଳାଙ୍ଗ ଇଟାଭାଟିରେ ଅଘଟଣ। ଶ୍ଵାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ, ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ! ଘଟଣାସ୍ଥଳରେ ପୋଲିସ୍ ପହଂଚି ତଦନ୍ତ ଜାରି ରଖିଛି
#ଶ୍ରୀମନ୍ଦିର_ପରିକ୍ରମା_ପ୍ରକଳ୍ପ_କାର୍ଯ୍ୟକୁ_ନେଇ_ସିବିଆଇ_ତଦନ୍ତ_ଦାବି !!
ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରକଳ୍ପ କାର୍ଯ୍ୟରେ ଶହ ଶହ କୋଟି ସାଧାରଣ ଲୋକଙ୍କ ସରକାରୀ ଟଙ୍କା ଲୁଟ୍ ଓ ହେରଫେର୍ ହୋଇଥିବା ଦର୍ଶାଇ ଦିଲ୍ଲୀରେ ସିବିଆଇ ମୁଖ୍ୟାଳୟ ଠାରେ ଅଭିଯୋଗ ପତ୍ର ଦେଇ ସିବିଆଇ ତଦନ୍ତ ପାଇଁ ପ୍ରାର୍ଥନା କଲା ଶ୍ରୀ ଜଗନ୍ନାଥ ସେନା ।।
ାସ୍ତା_ଓ_ବିଜୁଳି_ସମସ୍ୟାକୁ_ନେଇ_ହନ୍ତସନ୍ତ_ହେଉଛନ୍ତି_ଗ୍ରାମବାସୀ !!!
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ଅନ୍ତର୍ଗତ ଘଣ୍ଟିଗୁଡା ଗ୍ରାମ ଘୁମରପଡ଼ାଠାରେ ପାନୀୟ ଜଳ,ରାସ୍ତା,ଓ ବିଜୁଳୀ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନକୁ ଅନୁରୋଧ କଲେ ଗ୍ରାମବାସୀ।
#ଢେଙ୍କାନାଳ_ବନଖଣ୍ଡ_ଅଧିକାରୀ_ଜଣେ_ଅଯୋଗ୍ୟ_ଅଫିସର !!
ହାତୀ ଉପଦ୍ରବ ପ୍ରତିବାଦ ଏବଂ ବନଖଣ୍ଡ ଅଧିକାରୀଙ୍କ ବଦଳି ଦାବିରେ ଢେଙ୍କାନାଳ ଜିଲ୍ଲା ଭାଜପା ପକ୍ଷରୁ ଆଜି ଗୁରୁବାର ପୂର୍ବାହ୍ନ ୧୧ଟା ରେ ଢେଙ୍କାନାଳ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟକୁ ତାଲା ପକାଇ ଘେରାଉ କରାଯାଇଛି ।
#ଶ୍ରୀକ୍ଷେତ୍ରରୁ_ଢେଙ୍କାନାଳ_ବଳଦେବଜୀଉଙ୍କ_ମନ୍ଦିରରେ_ପହଁଞ୍ଚିଛି_ବଳଭଦ୍ରଙ୍କ_ତାଳଧ୍ଵଜ_ରଥର_ଶ୍ରୀଚକ ।।
ସ୍ଥାନୀୟ ଜନସାଧାରଣଙ୍କ ଖୁସି କହିଲେ ନସରେ ,ସତେ ଯେମିତି ଭଗବାନ ଆଜି ରଥଯାତ୍ରାରେ ସେହି ଭ୍ରମ ସୃଷ୍ଟି କରୁଛି !ଭକ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଜୟ ଜଗନ୍ନାଥ ଧ୍ୱନି,ହରିବୋଲ,ହୁଳହୁଳିରେ ପ୍ରକମ୍ପିତ ହେଉଛି ସହର ।
ଭଦ୍ରାୟଣୀ ଲୋକତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ କରିବା ପ୍ରସଙ୍ଗ। ସିଂହଦ୍ଵାର ଥାନାରେ ଏତଲା ଦେଲା ଜଗନ୍ନାଥ ସେନା। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦେଲେ ଏତାଲା। ଭଦ୍ରକ ଜିଲ୍ଲାପାଳ ଓ ଭଦ୍ରକ ବିଧାୟକଙ୍କ ନାମରେ ସିଂହଦ୍ଵାର ଥାନାରେ ଏତଲା। ଧାର୍ମିକ ଭାବନାକୁ କୁଠାରଘାତ ହୋଇଥିବାରୁ ଏତାଲା ଦେଲେ ପ୍ରିୟଦର୍ଶନ ପଟ୍ଟନାୟକ ।
ନୂଆପଡ଼ା ଜିଲ୍ଲା କୋମନା ବ୍ଳକ କୋମନା ରଜନା ଗ୍ରାମ ପଞ୍ଚାୟତର ଅନେକ ଗୁଡ଼ିଏ ସମସ୍ୟାକୁ ନେଇ ରାସନ୍ କାର୍ଡ ଧାରୀ ମାନେ ଅଭିଯୋଗ କରିଛନ୍ତି । ପ୍ରତି ମାସରେ ଚାଉଳ ଦିଆଯାଉନାହିଁ ,ପ୍ରତ୍ୟେକ ମାସ ଭତା ଦିଆଯାଉନାହିଁ, ପ୍ରତ୍ୟେକ ପଡାକୁ ପାନୀୟ ଜଳ ଯୋଗାଣ ହେଉନାହିଁ,
ଉନ୍ନତିକରଣ କାର୍ଯ୍ୟ ଗୁଡ଼ିକ ନିମ୍ନମାନର ହେଉଛି।
ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା।
Click here to claim your Sponsored Listing.
Website
Address
Deulasahi
Dhenkanal
WORDNO.7