Luvable Social Organization
18/06/2023
ଓଡ଼ିଆ ଙ୍କ ପର୍ବ ଖାସ୍ କରି ଝିଅ ମାନଙ୍କ ପାଇଁ ଗୁରୁତ୍ୱ ବହନ କରୁଥିବା **ରଜ ପର୍ବ** କୁ ଲଭେବଲ୍ ସୋସିଆଲ ଅର୍ଗାନାଇଜେସନ ତରଫରୁ ବହୁତ ଧୁମଧାମରେ ପାଳନ କରାଯାଇଥିଲା। କୁନି କୁନି ଝିଅ ମାନଙ୍କୁ ଆମ ସଦସ୍ୟ ମାନେ ସୁନ୍ଦର ଭାବରେ ସଜେଇଥିଲେ ଏବଂ ପରେ ପିଠାପଣା ଖୁଆଇ ଦୋଳି ରେ ଝୁଲାଇ ରଜ ଗୀତ ଗାଇଥିଲେ।
Want your organization to be the top-listed Non Profit Organization in Cuttack?
Click here to claim your Sponsored Listing.
Click here to claim your Sponsored Listing.
Contact the organization
Telephone
Website
Address
Cuttack
754025