Swapno Foundation

Swapno Foundation

Share

25/04/2026

𝗢𝗡𝗘 𝗗𝗔𝗬 𝗙𝗢𝗢𝗗 𝗗𝗢𝗡𝗢𝗥
ିନର_ଅନ୍ନଦାତା
𝗦𝘄𝗮𝗽𝗻𝗮 𝗠𝗮𝗵𝗮𝗹 𝗢𝗹𝗱 𝗔𝗴𝗲 𝗛𝗼𝗺𝗲
#ଅସହାୟ_ଓ_ନିରାଶ୍ରୟ_ବୃଦ୍ଧ_ମା_ବାପାଙ୍କ_ସେବାରେ_ଗୋଟେ_ଦିନ

ବହୁତ ବହୁତ ଧନ୍ୟବାଦ ସ୍ୱର୍ଗତ Anup ku Prusty ଙ୍କ ପରିବାର ଙ୍କୁ Anup ଙ୍କ ଶ୍ରାଦ୍ଧ ବାର୍ଷିକୀ ରେ ସ୍ବପ୍ନ ମହଲ ବୃଦ୍ଧାଶ୍ରମ ର ମା ବାପା ଙ୍କ ନିମନ୍ତେ ଖାଦ୍ୟ ର ବ୍ୟବସ୍ଥା କରିଥିବାରୁ।ପ୍ରଭୁ ଆମର ଆତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ ଏତିକି ଆଶ୍ରମ ମା ବାପାଙ୍କ ତରଫରୁ ପାର୍ଥନା

ସମସ୍ତଙ୍କୁ ପ୍ରଣାମ 🙏 ଆମ ସ୍ବପ୍ନ ମହଲ ବୃଦ୍ଧାଶ୍ରମ ଏକ ବେସରକାରୀ ଅନୁଷ୍ଠାନ ଅଟେ। ଯେଉଁ ବୃଦ୍ଧ ମା ବାପା ମାନେ ଅବହେଳିତ ଓ ନିରାଶ୍ରୟ ତାଙ୍କୁ ଆମ ବୃଦ୍ଧାଶ୍ରମ ରେ ବିନା ଅର୍ଥରେ ଥଇଥାନ କରି ତାଙ୍କୁ ଏକ ଉତ୍ତମ ଜୀବନ ଦେବା ଓ ତାଙ୍କ ଶେଷ ସମୟରେ ସମସ୍ତ ଖୁସି ଦେବାକୁ ଆମେ ଚେଷ୍ଟା କରୁ।ଏହି ସେବା ରେ ଆମେ ଆପଣଙ୍କ ସାହାଯ୍ୟ ଓ ସହଯୋଗ ଭିକ୍ଷା କରୁ।ଆପଣ ମାନେ ଏକ ବର୍ଷରେ ଥରେ ଜନ୍ମଦିନ, ବିବାହ ବାର୍ଷିକୀ, କିମ୍ବା କୌଣସି ବି ସ୍ମୃତିର ଦିନରେ ଆମ ବୃଦ୍ଧାଶ୍ରମ ର ଜଣେ ିନର_ଅନ୍ନଦାତା (𝗢𝗡𝗘 𝗗𝗔𝗬 𝗙𝗢𝗢𝗗 𝗗𝗢𝗡𝗢𝗥) ହୋଇ ଗୋଟେ ଦିନର ଆଶ୍ରମ ଦାଇତ୍ୱ ନେଇ ମା ବାପାଙ୍କ ନିମନ୍ତେ ଖାଦ୍ୟର ବ୍ୟବସ୍ଥା କରି ଆଶୀର୍ବାଦ ପ୍ରାପ୍ତ କରି ପାରିବେ। ଅସହାୟ ଓ ନିରାଶ୍ରୟ ବୃଦ୍ଧ ମା ବାପାଙ୍କ ସେବାରେ ଗୋଟେ ଦିନ।
ସ୍ବପ୍ନ ମହଲ ବୃଦ୍ଧାଶ୍ରମ
ଚୌଦ୍ୱାର, ଆଗ୍ରାହାଟ,କଟକ
Contact 096688 88889 ,7750929326,83289 20228

🌼 𝗢𝗡𝗘 𝗗𝗔𝗬 𝗙𝗢𝗢𝗗 𝗗𝗢𝗡𝗢𝗥 🌼

🏡 𝗦𝘄𝗮𝗽𝗻𝗮 𝗠𝗮𝗵𝗮𝗹 𝗢𝗹𝗱 𝗔𝗴𝗲 𝗛𝗼𝗺𝗲
❤️

🙏 Greetings to everyone
There are many elderly parents in our society who have been neglected, abandoned, and left alone. At Swapna Mahal Old Age Home, we try to give these helpless elderly parents love, shelter, food, and dignity so that they can live the rest of their lives with peace and happiness.
Our ashram is a private initiative and runs completely with the support and kindness of generous people like you.
You can make a beautiful difference in their lives by becoming a .
On your Birthday, Wedding Anniversary, or in memory of your loved ones, you can sponsor one day’s food for the elderly parents at our ashram and receive their heartfelt blessings and prayers.
✨ One day of your kindness can bring a full day of happiness to many elderly parents.
🙏 Come forward and be a part of this noble service.
📍 Swapna Mahal Old Age Home
Choudwar, Agrahat, Cuttack
📞 Contact:
096688 88889
7750929326
83289 20228

22/04/2026

#ଭାବବିହ୍ଵଳ_ମୁହୂର୍ତ୍ତ
ନିଜ ପରିବାର କୁ ଫେରିଲେ ଆମ ସ୍ବପ୍ନ ମହଲ ବୃଦ୍ଧାଶ୍ରମ ରେ ରହୁଥିବା ମଉସା।
ପରିବାର ସହ ଯିବାର ଖୁସି ଯେତିକି ଥିଲା ଆମ ସ୍ବପ୍ନ ମହଲ ବୃଦ୍ଧାଶ୍ରମ ଛାଡିକି ଯିବାର ଦୁଃଖ ମଧ୍ୟ ଥିଲା ମଉସାଙ୍କର।ଧନ୍ୟବାଦ ମଉସାଙ୍କ ପରିବାର ଙ୍କୁ।ମଉସା ସବୁବେଳେ ଖୁସିରେ ରୁହନ୍ତୁ।

Emotional Moment
The uncle who had been staying at our Swapno Mahal Old Age Home has finally returned to his family.
He was very happy to reunite with his family, but at the same time, he also felt sad to leave our Swapna Mahal Old Age Home family.
Heartfelt thanks to his family for taking him back home. We pray that uncle always stays happy, healthy, and surrounded by love.

Photos from Swapno Foundation's post 19/04/2026

𝗦𝗪𝗔𝗣𝗡𝗢 𝗙𝗢𝗨𝗡𝗗𝗔𝗧𝗜𝗢𝗡
ବହୁତ ବହୁତ ଧନ୍ୟବାଦ କସ୍ତୁରୀ ମହାନ୍ତି ଙ୍କୁ ନିଜ ଜନ୍ମ ଦିନରେ ଦେୟମୁକ୍ତ ଭୋଜନ ସେବା ନିମନ୍ତେ ୧୦୦୦ ଟଙ୍କା ରାଶି ସାହାଯ୍ୟ କରିଥିବାରୁ ।
Soumya Ranjan Biswal
𝗖𝗼𝗻𝘁𝗮𝗰𝘁 𝗙𝗼𝗿 𝗠𝗼𝗿𝗲 𝗗𝗲𝘁𝗮𝗶𝗹𝘀:-
Sudhansu Sekhar Patra,
President of Swapno Foundation,
Chauliaganj, Cuttack,
Odisha, M-9668888889

𝗗𝗼𝗻𝗮𝘁𝗲 𝗔𝗰𝗰𝗼𝘂𝗻𝘁 𝗗𝗲𝘁𝗮𝗶𝗹𝘀:-
A/C No.- 50200052715473
A/C Name- Swapno Foundation
IFSC Code- HDFC0002456
Bank Name- HDFC Bank
𝐨𝐫
Phonepe/Gpay/Paytm: 9668888889

Want your organization to be the top-listed Non Profit Organization in Cuttack?
Click here to claim your Sponsored Listing.

Culinary Team

Attire

Telephone

Address


Chauliaganj
Cuttack
753004