Laxmipriyabehera Rupa

Laxmipriyabehera Rupa

Share

Photos from Laxmipriyabehera Rupa's post 29/04/2025

28/04/2025
ଏହି ଦିନ ଟିକୁ କେବେ ଭୁଲି ହବନି କାରଣ ଏହି ଦିନ ଆମ ଗୁରୁମା ଅର୍ଥାତ୍ ଆମ କନ୍ଦର୍ପୂର୍ ଡିଗ୍ରୀ କଲେଜ ର ଅଧ୍ୟକ୍ଷା ମହୋଦୟା ନିଜ କର୍ମ କ୍ଷେତ୍ର ରୁ ଓ ନିଜ ପଦବୀ ରୁ ଅବସର ନେଉଛନ୍ତି
ଏହି ଦିନ ମୁଁ ଆଉ ମୋର ସାଥୀ ମାନଙ୍କ ସମେତ ସନ ଭାଇ ଓ ଭଉଣୀ ମାନେ ମଧ୍ୟ ଗୁରୁମ ଙ୍କୁ ଦେଖା କରି ନିଜ ସକ୍ଷମ ଅନୁଯାୟୀ ଛୋଟ ଉପହାର ଟିଏ ଦେଲୁ ହୁଏ ତ ଉପହାର ସରିଯିବ ହେଲେ ଗୁରୂମା ଙ୍କ ସହ ଥିବା ଅତୁଟ ସମ୍ପର୍କ, ସ୍ନେହ ଭରା ଭଲପାଇବା ଭରା ସ୍ମୃତି ଯୋଡ଼ି ହେଇକି ରହିଛି ଯାହା କେବେ ଆମେ ଭୁଲି ପାରିବୁନି
ବୟସ ର ଅତିକ୍ରାନ୍ତ ମଧ୍ୟ ରେ କେତେ ବେଳେ କେଜାଣି ସମୟ କୁଆଡେ ଚାଲିଗଲା ନା ଗୁରୂମା ଜାଣି ପାରିଲେ ନା ଆମେ ଏହା ହେଇପାରେ ତାଙ୍କ ପାଇଁ ଉପଯୁକ୍ତ ସମୟ ହେଲେ ଆମକୁ ଲାଗୁଚି ଏତେ ଜଲଦି ଅବସର ନେବା ଗ୍ରହଣୀୟ ନୁହେଁ
ସାନ ପିଲା ମାନେ କେମିତି ପଢ଼ିବେ?
ମୋ ମତରେ ଆମେ ଆଉ ଆଗ ପରି କଲେଜ କୁ ବିନା pormission ରେ ଯାଇ ପାରିବୁନି
ସେ ଯାହା ବି ହେଉ ହେଲେ ଖାଲି ଏତିକି ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଗୁହାରି ମୋ ଗୂରୁମା ଙ୍କୁ ଆଜୀବନ ସୁସ୍ଥ ଆଉ ଭଲ re ରଖନ୍ତୁ ଜୟ ଜଗନ୍ନାଥ ଜୟ ଶ୍ରୀରାମ

18/04/2025

I have fake smile 🥺

16/03/2025
16/03/2025

Sara labani khaibaku mo kanhei asichanti 🙏💗💟✴️

Photos from Laxmipriyabehera Rupa's post 13/03/2025
Photos from Laxmipriyabehera Rupa's post 09/03/2025

Gauda pila like kariba ❤️ ❤️❤️

Facebook Lite for Android 26/11/2024

Facebook Lite for Android This version of Facebook uses less data and works in all network conditions.

Want your school to be the top-listed School/college in Cuttack?
Click here to claim your Sponsored Listing.

Category

Culinary Team

Attire

Website

Address


AT-KANDARPUR, PO- SIDDHESWARPUR
Cuttack
754100