SAHAJYA

SAHAJYA

Share

Photos from SAHAJYA's post 11/09/2025

ଦୁର୍ଘଟଣାରେ ପେଟ ଫାଟିଯାଇ ପାକସ୍ଥଳୀ ଏବଂ ଫୁସଫୁସ ସମ୍ପୂର୍ଣ ବାହାରକୁ ବାହାରି ଯାଇଥିବା ଗୋମାତାଙ୍କୁ ଗତିରାଉତ ପାଟଣା ରୁ ଉଦ୍ଧାର ବିଳମ୍ବିତ ରାତ୍ରିରେ ଆମ୍ଭ ସାହାଯ୍ୟ ଗୋ-ସେବା ଆଶ୍ରମରେ ଅପରେସନ କରାଯାଇଛି ।

ଏହି ଅପରେସନ କୁ ଅତି ସୁଚାରୁରୂପେ ସଫଳ କରାଇଥିବା ବରିଷ୍ଠ ଡାକ୍ତର ପତିତପାବନ ବଳ ଏବଂ ଡାକ୍ତର ରଞ୍ଜନ କୁମାର ନାୟକ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ । 🙏🏼

17/08/2025

ବୃକ୍ଷରୋପଣ କରନ୍ତୁ ପରିବେଷକୁ ସୁସ୍ଥ ରଖନ୍ତୁ ।

Photos from SAHAJYA's post 17/08/2025

ସାହାଯ୍ୟ ଗୋ-ସେବା ଆଶ୍ରମରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି ।
ଭାରତମାତା କି ଜୟ 🇮🇳

Want your organization to be the top-listed Government Service in Cuttack?
Click here to claim your Sponsored Listing.

Category

Telephone

Website

Address


Chauliaganj
Cuttack