Sahajya Foundation
Although most elderly people prefer to remain in the privacy and comfort of their own home, there are quite a few seniors that require a Care Giver while in their retirement homes, community centers and other nursing facilities.
13/03/2026
Thank you for the visit
27/10/2025
ଜୀବନ ର ବାସ୍ତବତା
ମାଉସୀ ଙ୍କ 🧕ବୟସ ୬୫ବର୍ଷ ,ବୃତ୍ତି ଭିକ୍ଷା ମାଗିବା,ତାଙ୍କର ମୃତ୍ୟୁ ହେଲା ବେଳକୁ ଦେଖାଗଲା ତାଙ୍କ ଝୁମ୍ପୁଡ଼ି ଘରେ ତିନି ବସ୍ତା ଟଙ୍କା ବାହାରିଲା । ଏସବୁ ଟଙ୍କା ଭିକ୍ଷା ମାଗି ସଞ୍ଚୟ କରିଥିଲେ । ହେଲେ କଣ ହେଲା ଗଲା ବେଳକୁ ଟଙ୍କାଟିଏ ନେଇକି ଯାଇ ପାରିଲେ ନାହିଁ । ଏହାହିଁ ଜୀବନର ବାସ୍ତବତା । ବନ୍ଧୁ, ଟିକେ ଭାବିଲେ ରାଗ,ଅଭିମାନ,ଅହଂକାର,ହିଂସା,ଦ୍ୱେଷ,କଣ ପାଇଁ ? ? ? ଆମ ଭାଗ୍ୟରେ ଯାହା ଅଛି,ସେତିକିରେ ସନ୍ତୁଷ୍ଟ ହେବା ଉଚିତ। 🙏
27/08/2025
🙏✨ ଶୁଭ ଗଣେଶ ପୂଜା ✨🙏
ଆଜି ଆମ ସାହାଯ୍ୟ ଆଶ୍ରମ, ଭୁବନେଶ୍ୱରରେ ସମସ୍ତ ବୃଦ୍ଧଜନଙ୍କ ସହିତ ହସ-ଖୁସିରେ ଶ୍ରୀ ଗଣେଶ ପୂଜା ଉଦ୍ଜାପିତ କରାଗଲା ।
ବୃଦ୍ଧଙ୍କ ପ୍ରେମ, ଆଶୀର୍ବାଦ ଓ ଗଣେଶ ଠାକୁରଙ୍କ କୃପାରେ ଆମ ପରିବେଶ ଆଜି ଅଧିକ ଆନନ୍ଦମୟ ହୋଇଯାଇଛି । 🕉️❤️
ସମସ୍ତଙ୍କୁ ଶ୍ରୀଗଣେଶଙ୍କ ଆଶୀର୍ବାଦ ମିଳୁ, ଜୀବନରୁ ଦୁଃଖ, ବାଧା ଦୂର ହେଉ ଓ ସମୃଦ୍ଧି, ସାନ୍ତି ଆସୁ — ଏହି ପ୍ରାର୍ଥନା
ଜୟ ଗଣେଶ! ଜୟ ବିଘ୍ନବିନାଶକ! 🐘✨
ଉତ୍କଳ ଦିବସ ଏକ ଗୌରବମୟ ଦିନ ଯେଉଁଥିରେ ଆମେ ଆପଣା ଏଇ ମାଟିର ସଂସ୍କୃତି, ଐତିହ୍ୟ ଏବଂ ଗଣସଂଘରଣୀକୁ ସ୍ମରଣ କରୁ। ଆସନ୍ତୁ, ଆମର ଓଡ଼ିଶାକୁ ଆଉ ଉନ୍ନତିର ପଥରେ ଆଗେଇ ନେଇଯିବା!
ଜୟ ଜଗନ୍ନାଥ! ଜୟ ଉତ୍କଳ!
#ଉତ୍କଳଦିବସ #ଓଡ଼ିଶାମହାନ #ଜୟଉତ୍କଳ #ଓଡ଼ିଆସଂସ୍କୃତି
Click here to claim your Sponsored Listing.
Telephone
Address
Athgarh
Cuttack
754029