Parijatam Foundation
28/08/2025
ବକ୍ର ତୁଣ୍ଡ ମହାକାୟ
ସୂର୍ୟ କୋଟି ସମପ୍ରଭଃ
ନିର୍ବିଘ୍ନ କୁରୁମେ ଦେବଃ
ସର୍ବକାଯେସୁଃ ସର୍ବଦା।
ତା ୨୭/୦୮/୨୦୨୫ ପବିତ୍ର ଗଣେଶ ପୂଜା ଉପଲକ୍ଷେ ଆମ ପାରିଜାତମ ଫାଉଣ୍ଡେସନ ତରଫରୁ ଚଟିଘରେ ପିଲା ମାନଙ୍କ ସହ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରିଲୁ। ସେଇ ସୁନ୍ଦର ମୁହୂର୍ତ୍ତ ରୁ କିଛି 🙏
Parijatam Foundation
fans
14/04/2025
ପବିତ୍ର ବିଷୁବ ପଣା ସଂକ୍ରାନ୍ତି ଅବସର ରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ
ବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ଆଜି
ତା- ୧୪/୦୪/୨୦୨୫ ଶାରଦା ରଞ୍ଜନ ରାମାୟଣ ଅନୁଷ୍ଠାନ ର ଅନୁକୁଲ୍ୟ ରେ ପାରିଜାତମ ଫାଉଣ୍ଡେସନ ତରଫ ରୁ ପଣା ବଣ୍ଟନ କାର୍ଯକ୍ରମ ଆୟଜନ କରାଯାଇଥିଲା
ଓଁ ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟ ସର୍ବେ ଭଦ୍ରଣି ପସଂତ୍ୟୁ ମା କଷ୍ଣିଦ୍ ଦୁଃଖଭାଗ ଭବେତ
ଓଁ ଶାନ୍ତି ଶାନ୍ତି ଶାନ୍ତିଃ l
ଜୟ ଜଗନ୍ନାଥ 🙏
14/03/2025
#ପାରିଜାତମ୍
ଦୋଳେଶ୍ଚ ଦୋଳଗୋବିନ୍ଦଂ ଚାପେଷୁ ମଧୁସୁଦନମ୍
ରଥେ ତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମଂ ନ ବିଦ୍ୟତେ !!
ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା l ଦୋଳଗୋବିନ୍ଦଙ୍କ ଅପାର କୃପା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରିଦେଉ ।
ହୋଲି ପର୍ବ ଉପଲକ୍ଷେ ଆଜି ୧୪\୩\୨୫ ରିଖ ରେ ପାରିଜାତମ୍ ପରିବାର ତରଫରୁ ୪୨ମୌଜା ସ୍ତିତ ମଧୁସୂଦନ ଜରା ଆଶ୍ରମ ରେ କିଛି ମୂହୁର୍ତ୍ତ ବିତାଇ ସେଠାରେ ଥିବା ମାଉସୀ ମଉସା ଙ୍କ ସହ ହୋଲି ର ପର୍ବ ପାଳନ କରିଥିଲୁ କିଛି ସମୟ ବହୁତ୍ ଖୁସି ଆଉ ଆନନ୍ଦ ମୟ ଥିଲା ଆଉ ସେଠାର କିଛି ମୂହୁର୍ତ୍ତ ବିତାଇ ଥିବାର ଅନୁଭୂତି ଆପଣ ଙ୍କ ସହ
ଜୟ ଜଗନ୍ନାଥ 🙏
Click here to claim your Sponsored Listing.
Category
Telephone
Address
Branch Office, Gopalpur
Cuttack