Team - Always Help Others

Team - Always Help Others

Share

23/11/2023

Watch full video....

14/10/2023

ALWAYS HELP OTHERS ❤️

05/09/2023

ଆଜି କଟକ ମହାନଗର ନିଗମ ଗାଡି ରେ ଆଠଗଡ ଅଞ୍ଚଳ ରେ ଛାଡ଼ିବା ପାଇଁ ୧୫ ରୁ ଉର୍ଦ୍ଧ ଗାଈ ଅଣାଯାଇଥିଲା, ହେଲେ ଏ ଗାଈ ମାନଙ୍କୁ କଂସେଇ ଖାନା କୁ ବିକ୍ରି ହେବାର ସନ୍ଦେହ team- Always Help Others କିଛି ପିଲା ମାନଙ୍କୁ ଖବର ମିଳିଥିଲା . ଗୋମାତା ଙ୍କୁ ଉଦ୍ଧାର କରିବା ପାଇଁ ଟିମ ର ପିଲାମାନେ ଗାଡି ଉପରେ ନଜର ରଖି ଗାଡି ପଛରେ ଯାଇଥିଲେ, ଗାଈ ମାନଙ୍କୁ ନେବାପାଇଁ ଅଲଗା ଗାଡି ଏବଂ କିଛି ନୃଶଂସ ବେକ୍ତି ମଧ୍ୟ CMC ଗାଡି ପଛରେ ଥିବାର ପିଲାମାନେ ଦେଖିଥିଲେ . ସେଥିପାଇଁ ବହୁତ ଦୂର ନିରୀକ୍ଷଣ ପରେ CMC ଗାଡି କୁ ଅଟକାଇ ପଚରା ଉଚରା ପରେ ମଧ୍ୟ CMC କର୍ମଚାରୀ ମାନେ ସଠିକ ତଥ୍ୟ ଦେଇ ପାରି ନଥିଲେ, ତେଣୁ ଟିମ ର ପିଲାମାନେ ଏବଂ ଅନ୍ୟ ସମାଜସେବୀ ଭାଇ ମାନଙ୍କ ଉପସ୍ଥିତି ରେ ଗାଈ ମାନଙ୍କୁ ଧବଳେଶ୍ୱର ରୁ ନୂଆପାଟଣା ରାସ୍ତା ପାଶ୍ୱରେ ଥିବା ପଡିଆରେ ରେ ଛାଡି ଦିଆଗଲା,.

Want your organization to be the top-listed Government Service in Cuttack?
Click here to claim your Sponsored Listing.

Website

Address


Odisha
Cuttack
754027