Bansi foundation

Bansi foundation

Share

14/04/2026

ବଂଶୀ ସାମାଜିକ ସଂଗଠନ ପରିବାର ତରଫରୁ ମହାବିଷୁବ ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ଓଡ଼ିଆ ନବବର୍ଷ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା🙏🏻🚩🙏🏻

Photos from Bansi foundation's post 28/03/2026

ଖଟବିନ୍ ସାହି ସ୍ଥିତ ଶ୍ରୀ ଶ୍ରୀ ହନୁମାନ ଚାଳିଶା ପାଠ ରେ ଯୋଗ ଦେବା ସମୟରେ🙏🚩🙏

Photos from Bansi foundation's post 26/01/2026

ବଂଶୀ ସାମାଜିକ ସଙ୍ଗଠନ ପରିବାର ର ତରଫ ରୁ ଆଜି ଏକ ଛୋଟିଆ କାର୍ଯ୍ୟକ୍ରମ କରାଯାଇଥିଲା । ଚଣ୍ଡୀ ଖୋଲ ରେ ଅବସ୍ଥିତ ଥିବା।ଶ୍ରୀ ଶ୍ରୀ ବିନାୟକ ମନ୍ଦିର ଓ ଚଣ୍ଡୀ ମନ୍ଦିର ଙ୍କୁ ଯାଇ। କିଛି ମାଙ୍କଡ ଓ ଷଣ୍ଡ ମାନଙ୍କୁ କିଛି ଶୁଖିଲା ଖାଦ୍ୟ ଦିଆଯାଇଥିଲା।
ସୌଜନ୍ୟ: ବଂଶୀ ପରିବାର
ଜୟ ଜଗନ୍ନାଥ

Photos from Bansi foundation's post 20/01/2026

ଆଜି ଲାଲବାଗ ଥାନା ର ନୂତନ ଅଧିକାରୀ I lc ଶ୍ରୀଯୁକ୍ତ ସତ୍ୟବ୍ରତ ଭୂୟାଁଆ ଙ୍କୁ ବଂଶୀ ସାମାଜିକ ସଂଗଠନ ପରିବାର ତରଫ ରୁ ସ୍ୱାଗତ ସମ୍ବଦ୍ଧନା କରାଯାଇଥିଲା🙏 ଜୟ ଜଗନ୍ନାଥ 🙏

Photos from Bansi foundation's post 11/01/2026

🙏ଜୟ ବଂଶୀ 🙏

Photos from Bansi foundation's post 28/06/2025

ଆଜି କଟକ ର ଅଗ୍ରଣୀ ସାମାଜିକ ସଙ୍ଗଠନ ଆସ ମିଳିମିଶି ସେବା କରିବା ପଞ୍ଚମ ବାର୍ଷିକ ଉତ୍ସବରେ ଆୟୋଜିତ କାର୍ଯ୍ୟକ୍ରମ ରେ ବଂଶୀ ସାମାଜିକ ସଙ୍ଗଠନ କୁ ସେବା ସମ୍ମାନ ରେ ସମ୍ମାନୀତ କରାଯାଇଥିଲା ତୁମର ଏହି ଭଲ ପାଇବା ନିମନ୍ତେ ଅଶେଷ ଅଶେଷ ଧନ୍ୟବାଦ
🙏🏻ଜୟ ଜଗନ୍ନାଥ🙏🏻

Want your organization to be the top-listed Non Profit Organization in Cuttack?
Click here to claim your Sponsored Listing.

Website

Address


Mansinghpatna
Cuttack
753002