AANC

AANC

Share

07/07/2025

ଓଡ଼ିଆ ଅସ୍ମିତା ର ଜୟ ହେଉ । ଆଦାନୀ ର ପୌଷ୍ଟିକ ପୋଷଣ ଖାଇ ଚିର ଦିନ ପାଇଁ ଓଡ଼ିଶା ବାସୀ ରୁଣୀ ହୋଇଗଲେ । ଆଉ ଋଣ ଶୁଝିବା ର ନିୟମ ମଧ୍ୟ ଅଛି ଯଦି ଓଡ଼ିଶା ବାସୀ ପୋର୍ଟ,ଖଣି,ପାୱାର ଆଉ ଏୟାର ପୋର୍ଟ ଆଦାନୀ ମଣିମା ଙ୍କ ହାତରେ ଟେକି ଦେବେ ଏଇ ଋଣ ବି ସୁଝି ଯିବ ।
କିଛି ଶୁଖିଲା ନାହିଁ ଓଡ଼ିଆ ଜାତି ଇତିହାସ ରୁ , ଠିକ୍ ଏମିତି ତ ପ୍ରତ୍ୟେକ ଆକ୍ରମଣ କାରି କିଛି କିଛି ଉପହାର / ସେବା ଦେଇ ଗୋଲାମ ବନେଇ ଚାଲିଲେ ଭାରତ ବର୍ଷ କୁ ଶହ ଶହ ବର୍ଷ ଧରି ।
ମାଗଣା ଖାଇବା ଅଭ୍ୟାସ ଯେ ପର୍ଯ୍ୟନ୍ତ ନ ଯାଇଛି ସେ ପର୍ଯ୍ୟନ୍ତ କିଛି ହେଇ ପାରିବ ନାହିଁ ଏଇ ଜାତି ର ଏଇ ଦେଶ ର ।

Want your business to be the top-listed Beauty Salon in Cuttack?
Click here to claim your Sponsored Listing.

Telephone

Address


New Colony NRRI Kanheipur Cuttack
Cuttack
753006