Odia Digital Plus

Odia Digital Plus

Share

Photos from Odia Digital Plus's post 14/02/2026

ସଂକଳ୍ପପତ୍ର ହେଉଛି ଆମ ପାଇଁ ଗୀତା ସଦୃଶ୍ୟ । ଗତ ୨୦୨୪ ମସିହା ସାଧାରଣ ନିର୍ବାଚନ ସମୟରେ ଆମେ ଜାରି କରିଥିବା ସଂକଳ୍ପପତ୍ରର ସମସ୍ତ ପ୍ରତିଶୃତି ପାଳନ କରିବାକୁ ପ୍ରତିଶୃତିବଦ୍ଧ । ମାତ୍ର ୧୯ ମାସ ଭିତରେ ଆମେ ଦେଇଥିବା ଅର୍ଦ୍ଧାଧିକ ପ୍ରତିଶୃତି ପାଳନ କରିସାରିଛୁ ଏବଂ ବାକି ଥିବା ପ୍ରତିଶୃତିଗୁଡିକୁ ମଧ୍ୟ ଯଥା ସମୟ ଭିତରେ ପୂରଣ କରିବୁ । ଓଡ଼ିଶାବାସୀ ସେହି ସଂକଳ୍ପପତ୍ରକୁ ଗ୍ରହଣ କରିବା ପରେ ଦଳ ରାଜ୍ୟରେ ଏକାକୀ ସରକାର ଗଠନ କରିଛି । ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ସେବା କରିବାର ସୁଯୋଗ ପାଇଛି ।

ଓଡିଶାକୁ ୨୦୩୬ ସୁଦ୍ଧା ସମୃଦ୍ଧ ରାଜ୍ୟ ଗଢି ତୋଳିବା ପାଇଁ ବିକାଶମୂଳକ କାର୍ଯ୍ୟ ଦୃତ ଗତିରେ ଆରମ୍ଭ ହୋଇସାରିଛି । ଅନ୍ୟ ପଟେ ଓଡ଼ିଶାର ପ୍ରଗତିକୁ ସହି ନପାରି ବିଜେଡି ଏବେ ନିନ୍ଦୁକ ସାଜିଛି । ବିଜେଡି ଦୀର୍ଘ ୨୪ ବର୍ଷ ଧରି କ୍ଷମତାସୀନ ଥିଲେ ମଧ୍ୟ ଓଡ଼ିଶାର ବିକାଶ ପ୍ରତି ଆନ୍ତରିକତା ନଥିଲା ଏବଂ ସେମାନେ ଦେଇଥିବା ପ୍ରତିଶୃତିକୁ ପୂରଣ କରିବା ପରିବର୍ତେ ବର୍ଷ ବର୍ଷ ଧରି ରାଜ୍ୟବାସୀଙ୍କୁ ପ୍ରତାରଣା କରିଆସୁଥିଲେ, ଯାହା ବର୍ତମାନ ସେମାନେ ଭୁଲି ଯାଇଛନ୍ତି ସତ କିନ୍ତୁ ଓଡ଼ିଶାବାସୀ ଭୁଲିନାହାନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।

03/11/2025

କଟକ ଜିଲ୍ଲା ବିଜେପି ସଭାପତି ରାମନାରାୟଣ ମହାନ୍ତିଙ୍କ ଉଦ୍ୟମ ରେ ତିଗିରିଆ PET ମହାବିଦ୍ୟାଳୟ ର ଅଣଶିକ୍ଷକ କର୍ମଚାରୀ ପୁଣିଥରେ ନିଯୁକ୍ତି ପାଇଥିବାରୁ ସମସ୍ତ କର୍ମଚାରୀମାନେ ଜିଲ୍ଲା ସଭାପତିଙ୍କୁ ଭେଟି
ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଲେ।

01/11/2025

ନବୀନ ନାମ ନେହିଁ ବ୍ରାଣ୍ଡ ହେ। ପୁରାଉଛୁ ଆମେ ପୁରେଇବୁ।

Want your business to be the top-listed Media Company in Cuttack?
Click here to claim your Sponsored Listing.

Category

Address


Cuttack