Prayas Odisha

Prayas Odisha

Share

23/12/2025

#ବାଂଲାଦେଶୀକୁ_ଧରି_ପୋଲିସରେ_ଜିମା_ଦେଲେ_ଲୋକେ
ବାଂଲାଦେଶ ମୁର୍ଦ୍ଦାବାଦ, ପାକିସ୍ତାନ ମୁର୍ଦ୍ଦାବାଦ ଓ ଭାରତ ମାତା କି ଜୟ ନକହିବାରୁ ବାଂଲାଦେଶୀ ମୁସଲମାନକୁ ଏମ୍ସ ହସ୍ପିଟାଲ ସାମ୍ନାରେ ଅଟକାଇଲେ ସ୍ଥାନୀୟ ଲୋକେ। ପରେ ପୋଲିସ ଆସି ବାଂଲାଦେଶୀକୁ ଉଦ୍ଧାର କରି ନେଇ ଯାଇଥିଲା।

05/11/2025

#ପୂରୀରେ_ହବିଷ୍ୟାଳୀଙ୍କ_ହୋ_ହାଲ୍ଲା
#ହବିଷ୍ୟାଳୀଙ୍କୁ_ଦରକାର_ବ୍ରାଣ୍ଡେଡ_ଶାଢ଼ୀ
#ମାଗଣା_ଶାଢ଼ୀକୁ_ନେଇ_ହୋ_ହାଲ୍ଲା
ସରକାରଙ୍କ ମାଗଣା ଶାଢ଼ୀକୁ ନେଇ ବଡ଼ଦାଣ୍ଡରେ ହବିଷ୍ୟାଳୀଙ୍କ ହୋ ହାଲ୍ଲା। ବ୍ରାଣ୍ଡେଡ୍ ଶାଢ଼ୀ ନଦେଇ ଏମିତି କମ୍ ଦାମ୍ ଶାଢ଼ୀ ଦେବ ଆମେ କାର୍ତ୍ତିକ ମାସରେ ହବିଷ କରିବୁ କେମିତି ? ଏ ଶାଢ଼ୀରେ ଆମ ଘରେ ପୋଛା ହଉଛି।

04/11/2025

#ଗିରଫ_ହେଲା_ରୋମିଓ_ବାବା
#ଭିକ୍ଷା_ମାଗିବାକୁ_ଆସି_ନାବାଳିକା_ସହ_ଅସଦାଚରଣ
କଟକ ମଧୁପାଟଣା ଥାନା ଅଞ୍ଚଳରେ ଜଣେ ରୋମିଓ ବାବା ମୁଣ୍ଡରେ ଠାକୁରଙ୍କୁ ମୁଣ୍ଡେଇ ଭିକ ମାଗିବା ସମୟରେ ଜଣେ ବ୍ୟକ୍ତିଙ୍କ ଘରେ କୁନି ଝିଅ ଉପରେ କୁ ଦୃଷ୍ଟି ପକାଇଥିଲା। ଏହି ସମୟରେ ପିଲାଟି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଧରି ଉତ୍ତମ ମଧ୍ୟମ ଦେବା ସହ ପୋଲିସ ଜିମାରେ ଦେଇଥିଲେ।

Want your business to be the top-listed Media Company in Cuttack?
Click here to claim your Sponsored Listing.

Telephone

Website

Address


Cuttack