DEBI SENA - Badamba Narasinghpur
ବିରୋଧୀରେ ଥିବାବେଳେ ଯେତିକି ଫୁଟାଣି ଆଉ ଭାଷଣ ମାରିଥିଲ, ଏବେ ନିଜେ ତାକୁ ପୂରଣ କର।
Manmohan Samal
03/05/2026
ଆଜି ବଡ଼ମ୍ବା ମା ଭଟ୍ଟାରିକା ପୀଠ ସନ୍ନିକଟ ପାନ୍ଥନିବାସ ପରିସରରେ କଶିକିଆରି ପଞ୍ଚାୟତ ର ଖଣ୍ଡୁଆଳି ନୂଆଗାଁ ଓ ସଂଲଗ୍ନ ଗ୍ରାମରୁ ବହୁ ବିଜେପି କର୍ମୀ ବିଜେଡି ରେ ଯୋଗ ଦେଇଛନ୍ତି। ଏମାନଙ୍କ ବ୍ୟତୀତ ଭଟ୍ଟାରିକା ପଞ୍ଚାୟତ ର ପୁରୁଖା ୱାର୍ଡ ମେମ୍ବର ଶ୍ରୀ ସମ୍ରାଟ ବେହେରା , ଶିକ୍ଷକତା ରୁ ଅବସର ନେଇଥିବା ଖୁଣ୍ଟକଟା ର ପୁରୁଖା କଂଗ୍ରେସ ନେତା ସ୍ୱର୍ଗତ ଭିକାରୀ ଧଳ ଙ୍କ ପୁତ୍ର ଶ୍ରୀ ସନ୍ତୋଷ ଧଳ ଆନୁଷ୍ଠାନିକ ଭାବେ ବିଜେଡି ରେ ଯୋଗଦେଇଛନ୍ତି।ଶତାଧିକ କର୍ମୀ ଓ ନେତାଙ୍କୁ ଦଳ ତରଫରୁ ସ୍ୱାଗତ କରାଯାଇ ଉତ୍ତରୀୟ ପ୍ରଦାନ କରାଯାଇଛି।
ଏହି ମିଶ୍ରଣ ବୈଠକ ରେ ମୋ ସହିତ ସ୍ଥାନୀୟ ନେତ୍ରୁ ମଣ୍ଡଳୀ ସଭାପତି ଶ୍ରୀ ରବୀନ୍ଦ୍ର ସାହୁ, ରାଜ୍ୟ ପରିଷଦ ସଭ୍ୟ ଶ୍ରୀ ପ୍ରଦୀପ୍ତ ସ୍ୱାଇଁ, ଶ୍ରୀ ସଦାନନ୍ଦ ସ୍ୱାଇଁ, ଶ୍ରୀ ସରୋଜ ପଟ୍ଟନାୟକ, ଶ୍ରୀ ସୁବାସ ସାହୁ ପ୍ରମୁଖ ସ୍ୱାଗତ ବକ୍ତବ୍ୟ ରଖିଥିଲୁ। ସ୍ଥାନୀୟ ସରପଞ୍ଚ ଶ୍ରୀ ସତ୍ରୁଜିତ ପୁହାଣ ଧନ୍ୟବାଦ ଦେଇଥିଲେ। ଜନ ପ୍ରତିନିଧି ସର୍ବଶ୍ରୀ ବିଚିତ୍ରା ନନ୍ଦ ଦଳେଇ, ସନ୍ତୋଷ ମହାନ୍ତି, ସୁଶାନ୍ତ ଜେନା ପ୍ରମୁଖ ଶୁଭେଚ୍ଛା ଦେଇଥିଲେ। କଷିକିଆରି ପୂର୍ବ ସରପଞ୍ଚ ଶ୍ରୀ ଶୁଧି ରଞ୍ଜନ ରାଉତ, ଶ୍ରୀ ବିଚିତ୍ର ସାହୁ, ଶ୍ରୀ ପ୍ରତାପ ଦାସ ମିଶ୍ରଣ ବୈଠକ କୁ ପରିଚାଳନା କରିଥିଲେ।
03/05/2026
ସଶକ୍ତ ହେଉଛି ବଡମ୍ବା ନରସିଂହପୁର ବିଜୁ ଜନତା ଦଳ...
ଆଜି #ବଡ଼ମ୍ବା ମା ଭଟ୍ଟାରିକା ପୀଠ ସନ୍ନିକଟ ପାନ୍ଥନିବାସ ପରିସରରେ କଶିକିଆରି ପଞ୍ଚାୟତ ର ଖଣ୍ଡୁଆଳି ନୂଆଗାଁ ଓ ସଂଲଗ୍ନ ଗ୍ରାମରୁ ବହୁ ବିଜେପି କର୍ମୀ ବିଜେଡି ରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି। ଏମାନଙ୍କ ବ୍ୟତୀତ ଭଟ୍ଟାରିକା ପଞ୍ଚାୟତ ର ପୁରୁଖା ୱାର୍ଡ ମେମ୍ବର ଶ୍ରୀ ସମ୍ରାଟ ବେହେରା , ଶିକ୍ଷକତା ରୁ ଅବସର ନେଇଥିବା ଖୁଣ୍ଟକଟା ର ପୁରୁଖା କଂଗ୍ରେସ ନେତା ସ୍ୱର୍ଗତ ଭିକାରୀ ଧଳ ଙ୍କ ପୁତ୍ର ଶ୍ରୀ ସନ୍ତୋଷ ଧଳ ଆନୁଷ୍ଠାନିକ ଭାବେ ବିଜେଡି ରେ ଯୋଗଦେଇଛନ୍ତି।ଶତାଧିକ କର୍ମୀ ଓ ନେତାଙ୍କୁ ଦଳ ତରଫରୁ ସ୍ୱାଗତ କରାଯାଇ ଉତ୍ତରୀୟ ପ୍ରଦାନ କରାଯାଇଥିଲା।
ଏହି ମିଶ୍ରଣ ବୈଠକ ରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଙ୍କ ସମେତ ସ୍ଥାନୀୟ ନେତ୍ରୁ ମଣ୍ଡଳୀ ସଭାପତି ଶ୍ରୀ ରବୀନ୍ଦ୍ର ସାହୁ, ରାଜ୍ୟ ପରିଷଦ ସଭ୍ୟ ଶ୍ରୀ ପ୍ରଦୀପ୍ତ ସ୍ୱାଇଁ, ଶ୍ରୀ ସଦାନନ୍ଦ ସ୍ୱାଇଁ, ଶ୍ରୀ ସରୋଜ ପଟ୍ଟନାୟକ, ଶ୍ରୀ ସୁବାସ ସାହୁ , ଶ୍ରୀ ପ୍ୟାରୀମୋହନ ସ୍ୱାଇଁ ପ୍ରମୁଖ ସ୍ୱାଗତ ବକ୍ତବ୍ୟ ରଖିଥିଲେ। ସ୍ଥାନୀୟ ସରପଞ୍ଚ ଶ୍ରୀ ସତ୍ରୁଜିତ ପୁହାଣ ଧନ୍ୟବାଦ ଦେଇଥିଲେ। ଜନ ପ୍ରତିନିଧି ସର୍ବଶ୍ରୀ ବିଚିତ୍ରା ନନ୍ଦ ଦଳେଇ, ସନ୍ତୋଷ ମହାନ୍ତି, ସୁଶାନ୍ତ ଜେନା ପ୍ରମୁଖ ଶୁଭେଚ୍ଛା ଦେଇଥିଲେ। କଷିକିଆରି ପୂର୍ବତନ ସରପଞ୍ଚ ଶ୍ରୀ ଶୁଧି ରଞ୍ଜନ ରାଉତ, ଶ୍ରୀ ବିଚିତ୍ର ସାହୁ, ଶ୍ରୀ ପ୍ରତାପ ଦାସ ମିଶ୍ରଣ ବୈଠକ କୁ ପରିଚାଳନା କରିଥିଲେ..
Naveen Patnaik
DEBI SENA - Badamba Narasinghpur
Debi Prasad Mishra
13/02/2026
କଟକ ଦେଇଛି ରଣହୁଙ୍କାର, ଚାଷୀର ହକ୍ ଓ ମହିଳାଙ୍କ ସୁରକ୍ଷା ପାଇଁ ଥମିବ ନାହିଁ ସ୍ୱର।
ବିଜେପି ସରକାରରେ ରାଜ୍ୟରେ ଭୁଶୁଡ଼ି ପଡ଼ିଥିବା ଆଇନଶୃଙ୍ଖଳା ସ୍ଥିତି, ବଢ଼ୁଥିବା ନାରୀ ନିର୍ଯାତନା ବିରୋଧରେ ରାଜରାସ୍ତାରେ ହୋଇଛି ଜୋରଦାର ପ୍ରତିବାଦ।
#ହଟାଅବିଜେପି
Click here to claim your Sponsored Listing.
Category
Website
Address
At/Po/Ps-Badamba,Cuttack
Cuttack
754031