TPD Live
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଠାରେ ଡ.ଶ୍ୟାମପ୍ରସାଦ ମୁଖାର୍ଜୀ ଙ୍କ 125 ତମ ଜନ୍ମଜୟନ୍ତୀ ଅବସରରେ ସଭାକାର୍ଯ୍ୟ ସହ ଵୃକ୍ଷ ରୋପଣ, ଫଳ ବଣ୍ଟନ ଏହା ପରେ ରକ୍ତ ର ଅଭାବ ଦେଖାଦେବାରୁ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହେବା ସହି ୧୦୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ଅନ୍ୟାନ୍ୟ କାର୍ଯ୍ୟକ୍ରମ ହୋଇଥିଲା
ବିଜେପିରେ ମିଶିଲେ ଭଦ୍ରକ ଜିଲ୍ଲାର ପୁର୍ବତନ ବିଜେଡ଼ି ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୁର୍ବତନ ବିଜେଡ଼ି ବିଧାୟକ ମୁକ୍ତିକାନ୍ତ ମଣ୍ଡଳ
ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଶ୍ରୀମତୀ ମମତା କୁମାରୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଶ୍ରୀକାନ୍ତ ମୁର୍ମୁ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାନ୍ଦୀଆ ଛକ ଓ ଗେଲପୁର ମେଡିକାଲ ଛକ ଠାରେ ଚଢ଼ାଉ କରାଯାଇ ୮୩ ଗ୍ରାମ ବ୍ରାଉନସୁଗାର ଓ ୧୨୦ ଲିଟର ଦେଶୀ ମଦ ସହିତ ଗୋଟିଏ ସ୍କୁଟି ଜବତ କରାଯିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୦୩ ଜଣ ଆସାମୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ବ୍ରାଉନସୁଗାର, ମଦ ଓ ସ୍କୁଟିର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l
26/06/2026
ଆମ ମାନଙ୍କ ଭିତରୁ ଆପଣ ମାନଙ୍କୁ କିଏ ଭଲଲାଗେ
24/06/2026
ଯାତ୍ରା ରେ ବିବାଦ ହେଲେ ଜଗତଜୀବନ ପଣ୍ଡା କ'ଣ ପାଇଁ ମିଡ଼ିଆ କୁ ଆସୁଛନ୍ତି
#ଯାତ୍ରା
Click here to claim your Sponsored Listing.
Category
Website
Address
Tumbhapadi, Kaupur
Bhadrak
756113