Manas Kumar Dutta

Manas Kumar Dutta

Share

17/06/2026

ବାଲେଶ୍ୱର ସଦରର ପୂର୍ବତନ ବିଧାୟକ ସ୍ବର୍ଗତ ମଦନ ମୋହନ ଦତ୍ତଙ୍କ ଶ୍ରାଦ୍ଧବାର୍ଷିକୀରେ ବିନମ୍ର ପ୍ରଣାମ।

17/06/2026
17/06/2026

Mangu Bhai Smruti committee

17/06/2026

ବାପାଙ୍କ ପୂଣ୍ୟତିଥି ଅବସରରେ ତାଙ୍କୁ ମୋର କୋଟି କୋଟି ପ୍ରଣାମ । ତାଙ୍କର ନିଷ୍ଠାପର ସେବା ମନୋଭାବ, ଲୋକଙ୍କ ପାଇଁ କାମ କରିବାର ଦୃଢ଼ ଇଚ୍ଛାଶକ୍ତି ଆମ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣାଦାୟୀ ହୋଇ ରହିବ ।

ବାପାଙ୍କ ଆଶୀର୍ବାଦ ସଦା ସର୍ବଦା ଆମ୍ଭ ଉପରେ ଥାଉ, ବାପା ଏମିତି ସଦା ସର୍ବଦା ବାଲେଶ୍ୱର ବାସୀଙ୍କ ମନ ଭିତରେ ଜୀବିତ ହୋଇ ରହିଥାଆନ୍ତୁ ।

Photos from Manas Kumar Dutta's post 15/06/2026

ପବିତ୍ର ରଜ ସଂକ୍ରାନ୍ତିର ଶୁଭ ଅବସରରେ ବାଲେଶ୍ୱର ସହରର ପୁରୁଣା ବାଲେଶ୍ୱର ସ୍ଥିତ ଉଡ଼ାପଦା ଠାରେ ଆୟୋଜିତ ଐତିହାସିକ ଉଡ଼ା ପର୍ବରେ ଗ୍ରାମବାସୀଙ୍କ ସହ ସାମିଲ ହେବାର ସୌଭାଗ୍ୟ ପାଇଲି।

ଜୟ ବାବା ବାଣେଶ୍ୱର 🙏🏻

Photos from Manas Kumar Dutta's post 15/06/2026

ମାନନୀୟା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ Prabhati Parida ଆଜି ବାଲେଶ୍ୱରରେ ଅନ୍ତ୍ୟୋଦୟ ଗୃହ ଯୋଜନା, ମଧୁବାବୁ ପେନସନ ଯୋଜନା ଏବଂ ପୋଷଣ ଅଭିଯାନ ଅଧୀନରେ ହିତାଧିକାରୀମାନଙ୍କୁ ଯଥାକ୍ରମେ ଗୃହ ନିର୍ମାଣ କାର୍ଯ୍ୟାଦେଶ, ଭତ୍ତା ଏବଂ ସ୍ମାର୍ଟ ଫୋନ ବଣ୍ଟନ କଲେ ।

Want your public figure to be the top-listed Public Figure in Balasore?
Click here to claim your Sponsored Listing.

Category

Telephone

Address


Balasore