BJYM Simulia
07/07/2026
ଭାରତୀୟ ଜନସଂଘର ପ୍ରତିଷ୍ଠାତା, ମହାନ ଜନନାୟକ ଡ଼. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ଆଜି ବାଲେଶ୍ୱର ସିଦ୍ଧି କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ଆୟୋଜିତ 'ଛାତ୍ର ସମ୍ମିଳନୀ'ରେ ଯୋଗଦେଲି।
ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ମାନ୍ୟବର ସାଂସଦ Pratap Chandra Sarangi , ଅନ୍ୟାନ୍ୟ ମାନ୍ୟବର ବିଧାୟକଗଣ Manas Kumar Dutta, Santosh Khatua, ଜିଲ୍ଲା ସଭାପତି Iswar Chandra Behera, ଯୁବମୋର୍ଚ୍ଚl ସଭାପତି Muna Bhai ଏବଂ ଯୁବମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତ୍ତା ବନ୍ଧୁଙ୍କ ସହ ଉପସ୍ଥିତ ରହିବା ଅତ୍ୟନ୍ତ ଗର୍ବର ବିଷୟ ଥିଲା। ତାଙ୍କ ପ୍ରଦତ୍ତ 'ରାଷ୍ଟ୍ର ପ୍ରଥମ' ନୀତିରେ ଅନୁପ୍ରାଣିତ ହୋଇ ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିବା ଏବଂ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମେ ସଂକଳ୍ପବଦ୍ଧ।
BJP Odisha BJYM Simulia BJYM
06/07/2026
ସିମୁଳିଆ-ଖଇରା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ତରଫରୁ ଆୟୋଜିତ ସଂଗଠନାତ୍ମକ ପ୍ରଶିକ୍ଷଣ ବୈଠକରେ ଯୋଗଦେଇଥିଲେ ମାନ୍ୟବର ସିମୁଳିଆ ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା, ବାଲେଶ୍ୱର ଜିଲ୍ଲା ସଭାପତି Iswar Chandra Behera, ବାଲେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ, ଡା. ଅଣୁମାଧବ ପଣ୍ଡା ଓ ଯୁବନେତା ନୀଳମାଧଵ ପଣ୍ଡା,ଜିଲ୍ଲା ସମ୍ପାଦକ ରାଜେଶ ମହାପାତ୍ର, ସିମୁଳିଆ ବ୍ଲକ୍ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ, ଜିଲ୍ଲା ଉପସଭାପତି ନିରାକାର ପଣ୍ଡା, ଭାରତୀ ମଲ୍ଲିକ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।
Click here to claim your Sponsored Listing.
Category
Telephone
Website
Address
Baleshwar, OD
Balasore
756001