Everyone Odisha
13/11/2020
ଦ୍ଵାପର ଯୁଗରୁ ଲୋକଙ୍କ କହିବା କଥା କି ଏହି ପଥର ଉପରେ ଏକ ଗାତ ହେଇଛି । ତାହା ପୁଣି ପାଣ୍ଡବଙ୍କ ଭାଇ ଭୀମଙ୍କର ।
କେହି କେହି ଲୋକ ଭୀମ ଆଣ୍ଠୁ ଭାବି ପୂଜା ମଧ୍ୟ କରିଥାନ୍ତି
ଆସନ୍ତୁ ଦେଖିବା ଏହି report #ନୀଳଗିରିରେଭୀମଆଣ୍ଠୁଆ
16/10/2020
ଖାଁ.....ଖାଁ ହାଇଯାଇଛି ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର । ବର୍ଷବର୍ଷ ଧରି ପର୍ବତର ଗୁମ୍ଫା ମାନଙ୍କରେ ରହିଆସୁଥିବା ବାବା ମାନେ ବର୍ତମାନ ଖାଦ୍ୟ ଅଭାବରୁ ବେସାହାରା ହାଇଯାଇଛନ୍ତି । ଦେଖନ୍ତୁ Everyone Odisha ର ଏହି ସ୍ୱତନ୍ତ୍ର ଉପସ୍ଥାପନା #ଖାଁ....ଖାଁ ପଂଞ୍ଚଲିଙ୍ଗେଶ୍ୱର ।https://youtu.be/Xcvkdmyf8GU
Want your practice to be the top-listed Law Practice in Balasore?
Click here to claim your Sponsored Listing.
Click here to claim your Sponsored Listing.
Category
Contact the practice
Telephone
Website
Address
Balasore
756040
21/09/2020