Helping Society Balasore
15/02/2026
✨ ହେଲପିଙ୍ଗ ସୋସାଇଟି ବାଲେଶ୍ବର ତରଫରୁ ସମସ୍ତଙ୍କୁ, ମହାଶିବରାତ୍ରି ଏବଂ ଜାଗର ପର୍ବ ଉପଲକ୍ଷେ ଆନ୍ତରିକ ଅଭିନନ୍ଦନ ଏବଂ ଶୁଭେଚ୍ଛା | ✨
ଏଥିସହିତ, ସମସ୍ତଙ୍କୁ ସୁରକ୍ଷିତ ଭାବେ ଜାଗର ପର୍ବ ପାଳନ କରିବା ପାଇଁ ବିଶେଷ ଅନୁରୋଧ -
✅ ସାବଧାନତା ସହିତ ଜାଗର ଦୀପ ଜଳାନ୍ତୁ | 🪔
✅ ଭିଡ଼ ଅଞ୍ଚଳରେ ସଚେତନ ରୁହନ୍ତୁ,
✅ ଟ୍ରାଫିକ ନିୟମ ପାଳନ କରନ୍ତୁ,
✅ ଅଜଣା ବ୍ୟକ୍ତିଙ୍କ ପ୍ରତି ସାବଧାନ ରୁହନ୍ତୁ,
ସୁରକ୍ଷିତ ରୁହନ୍ତୁ, ଶାନ୍ତିପୂର୍ଣ୍ଣ ଭାବେ ପର୍ବ ପାଳନ କରନ୍ତୁ।
— ହେଲପିଙ୍ଗ ସୋସାଇଟି,ବାଲେଶ୍ବର
Want your organization to be the top-listed Non Profit Organization in Balasore?
Click here to claim your Sponsored Listing.
Click here to claim your Sponsored Listing.
Category
Contact the organization
Telephone
Address
Balasore
756002
Opening Hours
| Monday | 10am - 6pm |
| Tuesday | 10am - 6pm |
| Wednesday | 10am - 6pm |
| Thursday | 10am - 6pm |
| Friday | 10am - 6pm |
| Saturday | 10am - 6pm |
| Sunday | 10am - 6pm |