Knowledge Academy

Knowledge Academy

Share

Photos from Knowledge Academy's post 06/09/2025

ପବିତ୍ର ଗୁରୁ ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା I
ପବିତ୍ର ଗୁରୁ ଦିବସ ଆମ ଅନୁଷ୍ଠାନରେ ପାଳିତ ହୋଇଛି I ଏଥିରେ ବୃନ୍ଦାବନ ରୁ ଆସିଥିବା ସାଧୁ ବାଞ୍ଛା ବଟ ବାବା ,ମୋର ଗୁରୁ ତଥା ଆମ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଠା ରଘୁନାଥ ହୋତା , ସୁରେଶ ବାରିକ , ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରିତମ ବରାଡ଼ ,ଶିକ୍ଷକ ଶ୍ରୀତମ ବରାଡ଼ ,ଡ଼ୋଳାମଣି ଭୋଇ ଏବଂ ସୋହନ ମିଶ୍ର ଉପସ୍ଥିତ ରହିଥିଲେ I ଛାତ୍ରଛାତ୍ରୀ ମାନେ ସମସ୍ତ ଗୁରୁଙ୍କୁ ଚନ୍ଦନ ପୁଷ୍ପ ଦେଇ ପୂଜା କରିଥିଲେ ଏବଂ ଆଶୀର୍ବାଦ ନେଇଥିଲେ I
ଗୁରୁ ଶିଷ୍ୟର ଏହି ପବିତ୍ର ସମ୍ପର୍କ କିପରି ଆହୁରି ସୁଦୃଢ ହେବ ତାହା ଗୁରୁଜନ ମାନେ କହିଥିଲେ I ସମସ୍ତ ଛାତ୍ରଛାତ୍ରୀ ମାନେ ଏହି ଗୁରୁ ଦିବସକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ I

Want your school to be the top-listed School/college in Balangir?
Click here to claim your Sponsored Listing.

Category

Telephone

Website

Address


Rameswarnagar
Balangir