Balunga group
Today the balunga group prisedent santosh Nimai taken the very good job to lock down India the donating water bottles, fruits , biscuits to poor people, and department of police and indian army balguna group b ame Tama sathe achu kauni se asibidha re gote msg group ku rakile ame Tama asibidha re rahibu tame etiki je Kara Tama samthe nija ghara mane re rahiki au ethike ama honorable pm modi sathe support kariba and home lives
Ama ra president santosh Nimai thanks u so much u have done a great job ❤️❤️
01/08/2020
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନୂତନ ବର୍ଷ କୁ ଏକ ନିଆରା ଢଙ୍ଗରେ ପାଳନ କଲେ "ବାଳୁଙ୍ଗ ଗ୍ରୁପ"
ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଅନୁଭବ ମହାନ୍ତି ଯୋଗ ଦେଇ କ୍ଳବ କୁ ସାହାଯ୍ୟ ର ହାତ ବଢାଇବା ସହ କ୍ଳବ ର ସଭାପତି ସନ୍ତୋଷ ନିମାଇ ଙ୍କୁ ଧନ୍ୟବାଦ ଜଣାଇଥିଲେ ଏପରି ଏକ କାର୍ଯ୍ୟକ୍ରମ ହାତକୁ ନେଇଥିବା ରୁ।
ଉକ୍ତ କାର୍ଯ୍ୟକ୍ରମରେ କୁନି କୁନି ଅର୍ଫାନ ପିଲା ମାନଙ୍କୁ କିଛି ଖାଦ୍ୟ ଓ ବସ୍ତ୍ର ସହ ପାଠ୍ୟ ଉପକରଣ ଯୋଗାଇ ଥିଲେ.. ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡ଼ିଶା ର ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇ ଥିଲେ।
ଏଥି ସହ ଉକ୍ତ ଉତ୍ସବରେ ସ୍ଥାନୀୟ କର୍ପୋରେଟର ବାବୁଲି ଭୂଇଆଁ, ବିଜୁ ଛାତ୍ର ଜନତା ଦଳ ର ରାଜ୍ୟ ମହାସଚିବ ହରିଶଙ୍କର ରାଉତ, ସ୍ଥାନୀୟ ବିଧାୟକ ଓ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ।
12/03/2019
କଟକ ବଡ଼ ମେଡ଼ିକାଲ ସ୍ଥିତ ବାଳୁଙ୍ଗା ଗ୍ରୁପ ପକ୍ଷରୁ ଡଃ ପ୍ରିୟଙ୍କା ରେଡ୍ଡୀ ଙ୍କ ଆତ୍ମା ର ସଦ୍ଗତି ନିମନ୍ତେ ବାଳୁଙ୍ଗ ଗ୍ରୁପ ପକ୍ଷରୁ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି।
ସୋୗଜନ୍ୟ ::ବାଳୁଙ୍ଗା ଗ୍ରୁପ
ସନ୍ତୋଷ ନିମାଇ
(ସଭାପତି ବାଳୁଙ୍ଗା ଗ୍ରୁପ, କଟକ)
ବାଳୁଙ୍ଗା ଗ୍ରୁପ ର ଆଉ ଏକ ପ୍ରୟାସ
ଆଜି ନୟାଗଡ଼ ଜିଲ୍ଲା ର ଏକ ଯୁବକଙ୍କ ର ମୃତ ଶରୀର କୁ ଅନୁଭବ ମହାନ୍ତି ଙ୍କ ଫ୍ୟାନ ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ବାଳୁଙ୍ଗ କ୍ଳବ ର ସଭାପତି ସନ୍ତୋଷ ନିମାଇ ଙ୍କ ନେତୃତ୍ୱରେ କ୍ଳବ ପକ୍ଷରୁ ବିନା ମୂଲ୍ୟରେ ମୃତ ଶରୀର କୁ ନିଜ କ୍ଳବ ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ସ୍ଥିତ ବାସଭବନକୁ ପଠାଯାଇଥିଲା।
ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟ ସାଂସଦ ତଥା ଫ୍ଲିମ ଷ୍ଟାର ଅନୁଭବ ମହାନ୍ତି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ
Click here to claim your Sponsored Listing.