Angul Live

Angul Live

Share

09/07/2026

#କରଡାସିଙ୍ଗ ସ୍ଥିତ ଠାକୁରାଣୀ ମଣ୍ଡପ ଠାରେ ହିଡ଼ସିଙ୍ଗ ଜଳସେଚନ ପ୍ରକଳ୍ପର ଜନଶୁଣାଣୀ କାର୍ଯ୍ୟକ୍ରମ।

08/07/2026

#ପରୀକ୍ଷା ପରିଚାଳନାରେ ଦୁର୍ନୀତି ଓ ପେପରଲିକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଡି.ୱାଇ.ଓ.ର ଦାବିପତ୍ର ।

08/07/2026

#ଚାଲିଥିଲା ଜନ ଶୁଣାଣୀ ଉଠି ଆସିଲେ ହିଡିସିଙ୍ଗ ଗ୍ରାମ ବାସୀ।
#ହିଡିସିଙ୍ଗ୍ ମଧ୍ୟମ ଜଳସେଚନ ପ୍ରକଳ୍ପର ଜନଶୁଣାଣି କାର୍ଯ୍ୟକ୍ରମକୁ ହିଡସିଙ୍ଗ ଗ୍ରାମ ବାସୀଙ୍କ ବିରୋଧ ।

06/07/2026

#ଗତ ୨୨ତାରିଖ ରେ ହାତୀ ଆକ୍ରମଣ ରେ ମରଣ୍ଡା ଗ୍ରାମର ଅଇଁଠୁ ପଲେଇ ଗୁରୁତର ହୋଇ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସା ହେଉଥିଲେ, ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା, ଏ ଘଟଣାକୁ ନେଇ ଆଜି ଅପରାହ୍ନରେ ଶବ ରଖି ଗାଁ ଲୋକଙ୍କ ଦ୍ଵାରା ବନ୍ତଳା ଛକ ଅବରୋଧ ।

06/07/2026
04/07/2026

#ବନ୍ତଳା ପଞ୍ଚାୟତର ସମସ୍ୟା ପୁରୁଣା , ସରକାର ନୁଆଁ କେବେ ବଦଳିବ ଚିତ୍ର।
#ବର୍ଷା ହେଲେ ପିଲାଙ୍କ ବସ୍ତାନି ରେ ପଡେ ସିଙ୍କୁଳି।

03/07/2026

#ଚୋର ପାଇଁ ମାଁ ର ଦରଦ କାହିଁକି? କଣ୍ ଗୋଟେ ପରେ ଗୋଟେ ମନ୍ଦିରରୁ ଏମିତି ଚୋର ଚୋରୀ କରି ଚାଲିଥିବେ ।

02/07/2026

#ପୋଲିସ୍ ପୋଷାକରେ ଟହଲ ମାରୁଥିଲେ ଯୁବକ , ବାନ୍ଧିନେଲା ପୋଲିସ୍।

02/07/2026

#ତାଳଚେର ବିଧାୟକଙ୍କ ଏକା ଜିଦ୍ ମେସିନ୍ ଏଠାରୁ ହଟାଓ ।

01/07/2026

#ପୋଲିସ୍ ର ନିଶାକୁ ବିରୋଧ ଶପଥ ଗ୍ରହଣ ଉତ୍ସବରେ ବଅଁରପାଳ ବାସୀ ।

Want your business to be the top-listed Media Company in Odisha?
Click here to claim your Sponsored Listing.

Address

Angul
Odisha
759122