Sujit Samal
ଜୀବନରେ ହାରିବା ଓ ପୁନଃଚେଷ୍ଟା — ସଫଳତାର ମୂଳମନ୍ତ୍ର...
ଶିକ୍ଷା ହେଉ, କ୍ରୀଡା ହେଉ, ରାଜନୀତି ହେଉ କିମ୍ବା ଚାକିରୀ କ୍ଷେତ୍ର — ଯେଉଁଠାରେ ଆପଣ ପ୍ରଥମଥର ହାରିଯାଆନ୍ତି, ସେଠାରେ ଆମେ କହୁଛୁ:
“We will try next time / Hard luck... Will be back stronger.”
ଦ୍ୱିତୀୟ ଥର ହାରିଲେ, ତୃତୀୟ ଥର ହାରିଲେ ବି, ଆମେ ପୁନଃଚେଷ୍ଟା କରିଥାଉ, ଏବଂ ସେହି ସମାନ କଥା କହୁଛୁ।
କିନ୍ତୁ, ଯେତେବେଳେ ଆମେ ୧୦ ଥର ବାରମ୍ବାର ହାରୁଛୁ, ତେବେ ଆମକୁ ବିଭିନ୍ନ ଭାବେ ଚିନ୍ତା କରିବା ଦରକାର।
ମୁଁ ଆମ ସଫ୍ଟୱେୟାର ଭାଷାରୁ କହୁଛି — ଯଦି କେଉଁସି ଘଟଣା (incident) ବାରମ୍ବାର ଘଟେ, ତାହାକୁ ଆମେ ‘ମେଜର ଇନ୍ସିଡେଣ୍ଟ ମ୍ୟାନେଜମେଣ୍ଟ’ ବୋଲି ଠାହରାଉଛୁ।
ଏହାର ସ୍ଥାୟୀ ସମାଧାନ ପାଇଁ, ଆମେ ବିଭିନ୍ନ ୟୁନିଟ୍ଗୁଡିକ ସହିତ (ଯେପରି Infra, Network, DBA, Cloud ଇତ୍ୟାଦି) ଆଲୋଚନା କରି, ସମସ୍ତଙ୍କ ସହମତିରେ ଏକ ପରମାନେଣ୍ଟ ଫିକ୍ସ କାର୍ଯ୍ୟାନ୍ବୟନ କରିଥାଉ। ଯେପରି ଏହା ହେବ, ସେହି ସମସ୍ୟା ପୁଣି ଆସିବ ନାହିଁ।
ଆମେ ବାସ୍ତବ କ୍ଷେତ୍ରରେ ସେଇ ପଦକ୍ଷେପ ନେଉଛୁ କି? ଯଦି ନୁହେଁ, ତେବେ ସଫଳତା କେମିତି ଆସିବ?
ମୋତେ ଏହି କଥା କ୍ରୀଡା (କ୍ରିକେଟ୍) ଉପମାରେ କହିବାକୁ ଇଚ୍ଛା ହୁଏ — ଯଦି ଆମେ ବାରମ୍ବାର ହାରୁଛୁ ତେବେ ସବୁବେଳେ କେବଳ “We will try next time,” “Hard luck,” କିମ୍ବା “Will be back stronger” କହିବା ଦ୍ୱାରା କାମ ହେବ ନାହିଁ।
ଲୋକ ଆମକୁ ହସି ବେ, ମଜାକ କରିବେ.........
୧) ଆମେ ଖେଳି ପାରୁନୁ ଆମେ ଆଉ ଜଣକୁ chance ଦେବା ଯିଏ ଆମଠୁ ଭଲ ଖେଳୁଛି ......
୨) ଆମ ବୟସ ଏହି ଖେଳ କୁ ଫିଟ ହଉନି ଆମେ ଖେଳ ଛାଡି ପରାମର୍ଶ ଡାଟା ବା advisory ଗ୍ରୁପ କୁ ଆସିବ ...
୩)TEAM ର କ୍ୟାପ୍ଟିନ ଯେମିତି ତାର ପୁରା ଡେସିଏସନ ନେଇ ପାରୁଥିବ ......ତା ଉପରେ କୌଣସି ପ୍ରଭାବ ବା PRESURE ପଡୁନଥିବ .....ନିରପକ୍ଷ ଡେସିଏସନ ନବାକୁ ସାମର୍ଥ୍ୟ ଥିବ....
୪) ସବୁ ଟିମ ସହ ସୁ ସମ୍ପର୍କ ସମନ୍ଵୟ ରକ୍ଷା କରିବା .....
୫) ଅନ୍ୟ ଖେଳାଳି କୁ Respect ଦେଲେ ଆମେ Respect ପାଇବା.
ଆମେ ଗୋଟେ ଶୃଙ୍ଖଳା ଭିତରେ ଚାଲିଲେ ଆମକୁ sucess nichita ମିଳିବ .
ଆଶା କରୁଛି ଏହି ଉପଦେଶକୁ ଆପଣ ଗ୍ରହଣ କରିବେ ଏବଂ ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ। JAY JAGANNATH ..........
25/01/2026
ଭାରତୀୟ ସେନାରେ ନୂତନ ପ୍ରଯୁକ୍ତିର ପଦାର୍ପଣ 🇮🇳🤖
ଭାରତୀୟ ସେନା ଏବେ ‘MULE’ (Multi-Utility Legged Equipment) ନାମକ ରୋବୋଟିକ୍ କୁକୁରମାନଙ୍କୁ ତାଙ୍କ ଟିମ୍ରେ ସାମିଲ କରିଛି।
ଏହି ଅଧୁନିକ ରୋବୋଟିକ୍ ବ୍ୟବସ୍ଥାଗୁଡ଼ିକୁ ସୈନିକମାନଙ୍କ ସହାୟତାରେ ନଜରଦାରି (Surveillance), ବୋମା ଚିହ୍ନଟ (Bomb Detection) ଏବଂ ଦୁର୍ଗମ ଅଞ୍ଚଳରେ ଅପରେସନ୍ (Tactical Operations) କାର୍ଯ୍ୟ ପାଇଁ ଡିଜାଇନ୍ କରାଯାଇଛି।
ଏହି “ରୋବୋଟିକ୍ କୁକୁରମାନେ” ଭବିଷ୍ୟତ ସେନା ଅଭିଯାନରେ ମଣିଷୀୟ ଜୀବନକୁ ସୁରକ୍ଷିତ ରଖିବା ଓ ଯୁଦ୍ଧ ସମୟରେ ଜୋଖିମ କମେଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି ଅନୁମାନ କରାଯାଉଛି।
Click here to claim your Sponsored Listing.
Contact the public figure
Telephone
Website
Address
Jajpur
755027