Jobs Now
06/07/2026
BJD ସମୟରୁ କାର୍ଯ କରି ଆସୁଛନ୍ତି। ଜଗମୋହନ ମିଣା (ଆଇ ପୀ ଏସ)। 2013 ରୁ କାର୍ଯ୍ୟରତ ଅଛନ୍ତି, ଅର୍ଥାତ 10+ ବର୍ଷ ଓଡ଼ିଶାରେ ସେବା କରୁଛନ୍ତି।
ବିଜେଡ଼ି ସମୟରେ ପ୍ରଶାସନ କେଉଁ ପ୍ରକାର ଥିଲା ସମସ୍ତେ ଜାଣନ୍ତି।
ପୋଲିସ ବିଜେଡ଼ି ର ପୋଷ୍ଟର ବୟ କାମ କରୁଥିଲେ।
କାନୁନ ତ ବାଟରେ ଯାଉଥିଲା। ଲୋକଙ୍କ ଚିତ୍କାର ଶୁଣି ପାରୁ ନଥିଲା।
ଏବେ ବିଜେପି ସରକାରଙ୍କୁ କାମ ଦରକାର ଏଣୁ କାମକୁ ଡରି ଛାଡ଼ୁଛନ୍ତି ଚାକିରି।
ବିଜେଡିରେ ମିଶିବେ ରାଜନୀତି କରିବେ।
ଆଜିକାଲି ଯେମିତି ଛାପା ପଡ଼ି ଅଫିସରଙ୍କ କଳାଧନ ବାହାରୁଛି, ପୁରୁଣା ଅଫିସର ଫେରିବା ସ୍ୱାଭାବିକ।
Jagmohan mina IPS (Odisha cadre, 2013 batch)
Odishaରେ DCP (Cuttack) ଭାବେ October 2024ରେ ଯୋଗଦେଇଥିଲେ। ସେଥାପୂର୍ବରୁ ସେ Ganjam SP, Angul SP, ଏବଂ Malkangiri SP ପଦବୀରେ ଓଡ଼ିଶାରେ କାମ କରିଥିଲେ।
🤔😂
ନିର୍ବାଚନୀ ହିନ୍ଦୁ -
😂😂😂😂
ବିଜୁବାବୁ ବଡ଼ ପାଇଲଟ ଥିଲେ, ବିଜେପି ବାଲାଙ୍କ ଦେହ ସହିଲା ନାହିଁ ନିଉଟନ କୁ ବଡ଼ ପାଇଲଟ ଘୋଷଣା କରିଦେଲେ।
😜😂
Click here to claim your Sponsored Listing.