Kumar bulu Dash
12/09/2024
#ନିଶ୍ଚିନ୍ତକୋଇଲି ବଜାର ନିକଟ 8 ନଂ କେନାଲ ରେ ଏକ ଶବ ଭାସୁଥିବା ବେଳେ ପୋଲିସ ସହାୟତାରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ।ଶବ ର ପକେଟ ରୁ ଏକ ଠିକଣା ପୋଲିସ ଉଦ୍ଧାର କରିଛି।ନାମ-ବିଶ୍ୱଜିତ ମହାନ୍ତି, ପିତା-ଗୁରୁ ଚରଣ ମହାନ୍ତି, ଘର-ମୁଗୁରିଆ(ଧାରବିଲ)ଥାନା-କିଶୋରନଗର,ଜିଲା-କଟକ।ଘଟଣା ସ୍ଥଳରେ ପୋଲିସ ର ତଦନ୍ତ ଜାରି।
Want your public figure to be the top-listed Public Figure in Cuttack?
Click here to claim your Sponsored Listing.
Click here to claim your Sponsored Listing.
Category
Website
Address
Cuttack