SAROJ Kumar Behera
22/01/2024
ଆଜି ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଓ ଶୁଭକାମନା🙏💐
ମହାପ୍ରଭୁ ଶ୍ରୀରାମ ଙ୍କ କୃପାରୁ ଆପଣମାନଙ୍କର ଜୀବନ ସୁଖମୟ ହେଉ।
🙏🚩🏹ଜୟ ଶ୍ରୀ ରାମ 🏹🚩🙏
08/01/2024
#ନରସିଂହପୁର ବ୍ଲକ୍ ଅନ୍ତର୍ଗତ #ପାଈକବାରବାଟୀ ଗ୍ରାମ ପଞ୍ଚାୟତର #ଦୁର୍ଗାପ୍ରସାଦ ଖେଳ ପଡିଆ ଠାରେ ଆଞ୍ଚଳିକ #କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥଭାବେ କଟକ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ #କିଶୋର_ଚନ୍ଦ୍ର_ମିଶ୍ର ଏବଂ ଜିଲ୍ଲାପରିଷଦ ଅଜୟ କୁମାର ପଣ୍ଡା , ସରପଞ୍ଚ ଶ୍ରୀମତୀ ମମତା ଖଟୁଆ ଓ ଯୁବକ ସାଥୀ ମାନଙ୍କୁ ନେଇ ଏହାକୁ ଉଦଘାଟନ କରିଥିଲେ।
25/11/2023
ହରେ କୃଷ୍ଣ ହରେ ରାମ 🙏