Sambit kumar rout
ମେରା ଭାରତ
10/01/2026
35 ହଜାର କୋଟି ର ମାଲିକ ଅନିଲ ଅଗ୍ରୱାଲ ଙ୍କ ଏକ ମାତ୍ର ପୁଅ ଅଗ୍ନିବେଶ ଅଗ୍ରୱାଲ ବେଦାନ୍ତ ଗ୍ରୁପ୍ ଅଫ୍ କମ୍ପାନିର ସିଇଓ ଙ୍କୁ ବଞ୍ଚାଇ ପାରିଲେ ନାହିଁ ପିତା ଅନିଲ ଅଗ୍ରୱାଲ,, ଆମେରିକାର ସବୁଠୁ ବଡ଼ ହସ୍ପିଟାଲ୍ ରେ ଚିକିତ୍ସା,, ଦିନକୁ ସାତ ଲକ୍ଷ ଟଙ୍କାର ବିଲ,, ଆମେରିକାର ଏକ ଗାଡି ଦୁର୍ଘଟଣା ପରେ ଲିଭି ଗଲା ଜୀବନ ଦୀପ,, କଥାରେ ଅଛି ବାପ ଥାଉ ଥାଉ ପୁଅ ଯାଏ ଚାଲି,, ଉପର ବାଲା ର ଡାକରା ଆସିଲେ କିଏ ବା ଅଟକାଇ ପାରିବ,, ହଜାର ହଜାର କୋଟି ଟଙ୍କା କି କାମରେ ଲାଗି ଲା ବନ୍ଧୁ 🙏💕💕💕💕💕
Anil Agarwal ,,
Agnibesh Agarwal,,
Vedant chif,,
ଶୁଭ ସକାଳ 💐
ଜୟ ଜଗନ୍ନାଥ
Click here to claim your Sponsored Listing.