Umesh Creative
27/11/2025
All star ⭐ in One frame
14/10/2025
ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ବ୍ୟକ୍ତି ତାଙ୍କ 15 ପତ୍ନୀ ଏବଂ ଶହ ଶହ ଚାକରଙ୍କ ସହିତ ଆବୁଧାବି ବିମାନବନ୍ଦରରେ ପହଞ୍ଚିଥିବାର ଦେଖାଯାଉଛି। ଏହି ଭିଡିଓଟି ଆଫ୍ରିକୀୟ ରାଜା ମସ୍ୱାତି ତୃତୀୟଙ୍କର। 😱